କ’ଣ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳରେ ସ୍ଥାପିତ ରିଶତା ଅଟା କାରଖାରେ କୋରୋନା ରୋଗୀ ଚିହ୍ନଟ ହେଇଛନ୍ତି? ଜାଣନ୍ତୁ ସତ୍ୟ।
୨୫ ଉଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରୁ ଆମକୁ ଗୋଟିଏ ପୋଷ୍ଟ ଇଶୟରେ ସତ୍ୟ ଯାଞ୍ଚ କରିବାର ଅନୁରୋଧ ଆସିଲା। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳ ରେ ସ୍ଥାପିତ ରିଶତା ଅଟା କାରଖାନା ରେ ପାଖାପାଖି ୬୯ କର୍ମଚାରୀ କୋରୋନା ଚିହ୍ନଟ ବାହାରିଛନ୍ତି। ଏହି କାରଣରୁ ଲୋକଙ୍କୁ ରିଶତା ଅଟା ବା ରିଶତାର ଅନ୍ୟ ଉତ୍ପାଦ ନଖାଇବା ପାଇଁ ଅନୁରୋଧ କରା ଯାଇଅଛି। Archive ଆମ ଅନୁସନ୍ଧାନ: ଆମ […]
Continue Reading