ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କଂଗ୍ରେସ ନେତାମାନେ ଯୋଗ ଦେଇ ନଥିଲେ। ଭାଇରାଲ୍ ଦାବି ମିଥ୍ୟା

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ ରେ ହୋଇଥିଲା ଏବଂ ୨୮ ଡିସେମ୍ବରରେ ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ର ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କୌଣସି କଂଗ୍ରେସ ନେତା ଯୋଗ ଦେଇ ନଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। ରାହୁଲ […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ୨୬ ଡିସେମ୍ବର ୨୦୨୪ ରେ ଦେହାନ୍ତ ହୋଇଥିଲା। ଏହା ପରେ, ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ହସ୍ପିଟାଲରେ ଦାଖଲ ହୋଇଛନ୍ତି। ଦାବି କରାଯାଊଛି ଯେ ଏହା ଡକ୍ଟର ମନମୋହନ ସିଂଙ୍କ ଶେଷ ଫୋଟୋ। ଫୋଟୋରେ ଡକ୍ଟର ମନମୋହନ ସିଂହଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଉଛି ଏବଂ ତାଙ୍କ ପାଖରେ ଜଣେ ଡାକ୍ତର ଠିଆ ହୋଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଋଷି ସୁନାକ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ।

ବିଟ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଚର୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏକ କୋଲାଜ ଭାଇରାଲ ହେବାରେ ଲାଗିଛି ଯେ ଋଷି ସୁନାକ କହିଛନ୍ତି ଯେ, ମନମୋହନ ସିଂଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ଭାରତକୁ ସଠିକ୍ ଦିଗ ଦେବା ଏବଂ ଦୁର୍ବଳ ତଥା ପଡୁଥିବା ଅର୍ଥନୀତିରେ ଉନ୍ନତି ଆଣିବା  କାମାକ୍ଷାନଗର କଂଗ୍ରେସ ସେନା ନାମକ ଜଣେ ଫେସବୁକ ୟୂଜର ଭାଇରାଲ ପୋଷ୍ଟ ସେୟର କରିଛନ୍ତି। […]

Continue Reading

କ’ଣ ମନମୋହନ ସିଂହଙ୍କ ଜନ୍ମଦିନ ଦିବସ ରେ ରାହୁଲ ଗାନ୍ଧୀ ତାଙ୍କୁ କେକ୍ କାଟିବାର ଅବସର ନ ଦେଇ ନିଜେ କେକ୍ କାଟୁଛନ୍ତି? ଜାଣନ୍ତୁ ସତ୍ୟ।

କଂଗ୍ରେସ ଶାସନକାଳରେ ସେ ସମୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତି କଂଗ୍ରେସ ପାର୍ଟିର ବ୍ୟବହାର ଖୁବ ଚର୍ଚାରେ ଥିଲା। ଚର୍ଚା କିଛି ଏପରି ଥିଲା ଯେ ଯଦିଓ ପ୍ରଧାନମନ୍ତ୍ରୀ ମନମୋହନସିଂହ ଥିଲେ କିନ୍ତୁ ତାଙ୍କୁ ସେ ସବୁ କରିବା ପାଇଁ ବାଧ୍ୟ ହେବା କୁ ପଡ଼ୁଥିଲା ଯେଉଁଟା ସୋନିୟା ଗାନ୍ଧୀ ବା ରାହୁଲ ଗାନ୍ଧୀ ଚାହୁଁ ଥିଲେ। ବର୍ତମାନ ମଧ୍ୟ କିଛି ଲୋକେ ଏହି କଥା କୁ ବିଶ୍ଵାସ କରୁଛନ୍ତି। 2 ଅଗଷ୍ଟରେ ଜଣେ ଫେସବୁକ ୟୁଜର […]

Continue Reading

ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?

18 ଜାନୁଆରିରେ  Amitabh Pradhan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ ହୋଇଥିବା ଫୋଟୋରେ କୌଣସି ବ୍ୟକ୍ତି ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବାର ଦେଖା ଯାଉଛି। ଏହା ଛଡ଼ା ଫୋଟୋରେ  ରାହୁଲ ଗାନ୍ଧି ମଧ୍ୟ ଥିବାର ଦେଖା ଯାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଟନ୍ତି। ଫୋଟୋରେ ସୋନିଆ ଗାନ୍ଧିଙ୍କର ବୟଷ 71 […]

Continue Reading

କ’ଣ ନାଗରିକତା ସଂଶୋଧନ ଆଇନକୁ ନିଜ ପୁରା ସମର୍ଥନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ସୁଧା ଭାଇରାଲ ହେଉଛି। ହେଲେ ତା ମଧ୍ୟରୁ କେତେଟି ସତ ତ କେତୋଟି ମିଥ୍ୟା। କିଛି ଦିନ ପୂର୍ବରୁ ୨ ଜାନୁଆରୀ ରେ ନାଗରିକତା ଆଇନକୁ ନେଇ ଗୋଟିଏ ପୋଷ୍ଟ ଫେସବୁକର ବିଜେପି ଓଡ଼ିଶା ନାମ ପେଜରେ ଭାଇରାଲ ହେଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା ସଂଶୋଧନ ଆଇନକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ […]

Continue Reading