କ’ଣ ଜଣେ ବ୍ୟକ୍ତି ବାଇକରେ ଗୋଟିଏ ଶବ ନେଉଥିବା ଫୋଟୋ ଭାରତର ଅଟେ? କ’ଣ ଏହା ଲଭ୍ ଜିହାଦର ଏକ ମାମଲା? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ଏକ ଶବ ନେଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ଏକ ଲଭ୍ ଜିହାଦ ମାମଲା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ଜଣେ ହିନ୍ଦୁ ମହିଳାଙ୍କ ହତ୍ୟା କରି ତାହାର ଶବକୁ ନେଉଥିବା ଜଣା ପାଡିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋର ଲଭ୍ ଜିହାଦ […]
Continue Reading