କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ […]

Continue Reading

କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତ୍ୟାଚାରର ବିଭିନ୍ନ ଘଟଣା ସାମନାକୁ ଆସିଛି। ଏହା ନେଇ ସୋସିଆ ମିଡିଆରେ ମଧ୍ୟ ଭିନ୍ନ-ଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ରହି ପ୍ରସଙ୍ଗରେ ଏକ ଭିଡିଓରେ ଦୁଇଟି ଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଆକ୍ରମଣ କରୁଛନ୍ତି ଏବଂ ଦ୍ଵିତୀୟ ଭିଡିଓରେ ଏକ ଟ୍ରେନରେ କିଛି […]

Continue Reading

କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ହେବ ଗଣମାଧ୍ୟମରେ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଭିଡିଓ ଏବଂ ସମ୍ବାଦ ସାମନାକୁ ଆସୁଛି। ଜାଗ୍ରଣ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଆକ୍ରମଣରେ କେତେକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ନେକ […]

Continue Reading

କ’ଣ ଏହା ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ କାର୍ଯ୍ୟ କରୁଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ କିଛି ମହିଳା ମାନେ ଏକାଠି ବସିଛନ୍ତି, ଯାହା ମଧ୍ୟରେ କିଛି ଜଣ ବିଦେଶରୁ ଆସିଥିବା ଜଣା ପଡୁଛି। ଦ୍ଵିତୀୟ ଫୋଟୋରେ କିଛି ଲୋକେ ବସ୍ ରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେଠାରେ ପୋଲିସ ମଧ୍ୟ ଉପସ୍ଥିତ ଅଛି।  ଦାବି କରା ଯାଉଛି ଯେ ଏହି ଫୋଟୋ ହେଉଛି ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ ଦାଦନ ଖଟୁଥିବା ଶ୍ରମିକଙ୍କ ଫୋଟୋ […]

Continue Reading

ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଭଡା ଦେଇଥିବାରୁ କ ‘ଣ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନ୍ ପରି ଲମ୍ବିଥିବା ବସଗୁଡ଼ିକୁ ରାଜ୍ୟରେ ପ୍ରବେଶର ଅନୁମତି ଦେଉନାହାନ୍ତି?

ପ୍ରବାଶି ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ଆଣିବା ପାଇଁ ଦେଶର ରାଜ୍ୟ ସରକାର ଜଥା ସମ୍ଭବ ପ୍ରୟାସ କରୁଛନ୍ତି। ପ୍ରବାଶି ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବସ ଏବଂ ଟ୍ରେନ ବ୍ୟବସ୍ଥା କରାଯାଇଛି। ଲକଡାଉନ ସରକାର ଏବଂ ପ୍ରବାଶି ଶ୍ରମିକ ଦୁହିଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏଥି ମଧ୍ୟରେ ଏକ ଫୋଟୋ ସହ ଖବର ଭାଇରାଲ ହେଉଛି ଯେ, ପ୍ରବାଶି ଶ୍ରମିକ ବସରେ  ଉତ୍ତରପ୍ରଦେଶ ସିମା ରେଖାରେ ପହଁଚିବା ପରହେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ […]

Continue Reading

କ’ଣ ଗୋଡ଼ ଛାଲ ବାହାରି ଯାଇ ଥିବା ଦୃଶ୍ୟ ଦାଦନ ଶାରିକଙ୍କର? କ’ଣ ଶ୍ରମିକ ମାନେ ଚାଲି ଘରକୁ ଫେରିଥିବା କାରଣରୁ ତାଙ୍କ ଗୋଡ଼ରେ ଫୋଟକା ହେଇ ଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ବ୍ୟାବୀବାରୁ ଅଟକାଇବା ପାଇଁ ସରକାର ବର୍ତମାନ ଦେଶ ସାରା ତାଲାବନ୍ଦ କରି ଦେଇଛନ୍ତି। ଏହା କାରାନରୁ ଅନ୍ୟ ରାଜ୍ୟ ଯାଇଥିବା ଶ୍ରମିକ ମାନେ ସେଠାରୁ ଫେରି ପାରୁ ନାହାନ୍ତି। କାମ ମିଳୁ ନାହିଁ ବୋଲି ତାଙ୍କ ଭୋକର କୌଣସି ସୀମା ନାହିଁ। ରାଜ୍ୟ ସରକାରକୁ ଅନେକ ଗୁହାର ଲଗାଇ ନିଜ ରାଜ୍ୟ ଫେରିବା ପାଇଁ ଇଛା ବ୍ୟକ୍ତ କରୁଛବ୍ତି। କିଛି ଶ୍ରମିକ ମାନେ ସହ ସହ କିଲୋମିତିର ଚାଲି ନିଜ ଗାଁ ଫେରିଛନ୍ତି। ଏହି […]

Continue Reading

କ’ଣ କୋରୋନା ସମୟରେ ଦାଦନ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଏହି ପୁଲିସ ଅଧିବକାରୀ? ଏହା କେଉଁ ସ୍ଥାନର ଘଟଣା? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ କିଛି ମହିଳା ମାନଙ୍କ ଠାରୁ ରେଳ ଲାଇନ ରେ ପାଇସା ନେଉଛନ୍ତି। କୋରୋନା ଭାଇରସ ବ୍ୟାପୀ ଥିବାରୁ ସାରା ଦେଶରେ ତାଲାବନ୍ଦ ସ୍ଥିତି ଲାଗୁ ହେଇଛି। ତାଲାବନ୍ଦ ଯୋଗୁ ଦାଦନ ଶ୍ରମିକ ମାନେ ନିଜ ରାଜ୍ୟ ଓ ନିଜ ଘରକୁ ଫେରି ପାରୁ ନାହାନ୍ତି। ଦେଶର ଅନ୍ୟ ଅନ୍ୟ ସ୍ଥାନରେ ଅଟକି ରହି ଯାଇଛନ୍ତି ଶ୍ରମିକ […]

Continue Reading