କଂଗ୍ରେସଠାରୁ ସ୍ୱାଧିନତା ମାଗୁଥିବା ମୁସ୍ଲିମ ମହିଳା କିଏ? ଜାଣନ୍ତୁ ସତ୍ୟତା।

ବୁର୍କାର ଜଣେ ମହିଳା ‘ଆଜାଦି’ର ସ୍ଲୋଗାନ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳର ନେତାଙ୍କଠାରୁ ସ୍ୱାଧୀନତା ମାଗୁଥିବାର ଦେଖାଯାଉଛନ୍ତି। ହିନ୍ଦୀ କ୍ୟାପସନରେ ଲେଖାଅଛି, ମୁସ୍ଲିମ ଲୋକମାନେ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା ଚାହୁଁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉ।ଭିଡିଓରେ ଥିବା ମହିଳା କହୁଛନ୍ତ “ଭାରତ ମାତା କି ଜୟ, ଆମକୁ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା, ଅଖିଳେଶଙ୍କଠାରୁ ସ୍ୱାଧୀନତା, ମାୟା (ମାୟାବତୀ) ଦିଦିଙ୍କଠାରୁ ସ୍ୱାଧୀନତା ଦରକାର। ଆମ ଅନୁସନ୍ଧାନରେ […]

Continue Reading

ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ରାକ୍ଷୀ ଏବଂ ହାତରେ ବିଜେପି ଚିହ୍ନ କରିଛନ୍ତି ?

ରାମ ମନ୍ଦିର ନିର୍ମାଣ ନେଇ ଦେଶରେ ଉତ୍ସାହ ଲାଗି ରହିଛି। କୋରୋନା ସଂକ୍ରମଣ ସଂଙ୍କଟ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଲୋକଙ୍କ ସାନ୍ତତ୍ୱନା ଦେଉଛି ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭର ପରେ ଦେଶରେ କୋରୋା ସଂକ୍ରମଣ ସଂଖ୍ୟା କମିବାରେ ଲାଗିବ। ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଦେବାରେ ଲଗିଛନ୍ତି।  ଏଥମଧ୍ୟରେ ସୋସିଆଲ ମିଡିଆରେ ମୁସ୍ଲିମ ମହିଳାଙ୍କ କିଛି ଫୋଟୋ ଭାଇରାଲ ହେଉଛି, […]

Continue Reading

କ’ଣ ମହିଳାର ଏହି ଭାଇରାଲ ଫୋଟୋ ଶାହୀନ ବାଗର ଅଟେ? ଜାଣନ୍ତୁ ସତ।

ଦିଲ୍ଲୀ ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ନ୍ୟୁଜ ଚ୍ୟାନେଲରେ ପର୍ଯ୍ୟନ୍ତ ଏହି ବିରୋଧ ପ୍ରଦର୍ଶନ ବିଷୟରେ ଚର୍ଚ୍ଛା ଚାଲିଛି। ଏଥି ମଧ୍ୟରେ ସୋସିଆଲ ମିଡିଆ ମୁଖ୍ୟତଃ ଫେସବୁକରେ ଶାହୀନ ବାଗ ବିରୋଧ ପ୍ରଦର୍ଶନର ଫୋଟୋ ଭାଇରାଲ ହେଉଛି। 29 ଜାନୁଆରିରେ Susil Satapathy ନାମକ ଜଣେ ଫେଜବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଭାଇରାଲ ଫୋଟୋରେ ମୁସ୍ଲିମ ମହିଳା ଜଣକ ତାଙ୍କ ବୁର୍ଖା ଉଠାଇ […]

Continue Reading