କ’ଣ ଆସାମ ମୁଖ୍ୟମନ୍ତ୍ରୀ ଉଜ୍ଜୈନରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ସମ୍ବନ୍ଧରେ ଏହି ଭିଡିଓରେ ବିବୃତ୍ତି ଦେଉଛନ୍ତି? ଜାଣନ୍ତୁ ସତ୍ୟ।
କିଛି ଦିନ ପୂର୍ବରୁ ମଦ୍ୟପ୍ରଦେଶର ଉଜ୍ଜୈନ ସହରରେ ମୋହରମ ପର୍ବ ଅବସରରେ କିଛି ଲୋକେ ପାକିସ୍ତାନ ଜିନ୍ଦାବାଦ ଉଠାଇଥିଲେ। ଏହି ଘଟଣା ନେଇ ପୋଲିସ ୪ ଟି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଉଜ୍ଜୈନରେ ଉଠିଥିବା ପାକିସ୍ତାନ ଜିନ୍ଦାବାଦ ନାରା ବିଷୟର ସମ୍ବନ୍ଧରେ କିଛି କହୁଥିବା ଶୁଣିବାକୁ ପାଇଲୁ। ଏହି ଭିଡିଓରେ ବ୍ୟକ୍ତି ଜଣ କହୁଛନ୍ତି, “ଉଜ୍ଜୈନର ଘଟଣା ସାମନାକୁ ଆସିଛି। […]
Continue Reading