ପୋଲିସ କିଛି ଅପରାଧୀଙ୍କୁ ପରେଡ୍ କରୁଥିବାର ପୁରୁଣା ଭିଡିଓକୁ ଶ୍ରୀଗଙ୍ଗାନଗର ଗଣଦୁଷ୍କର୍ମ ମାମଲା ସହିତ ଯୋଡ଼ି ଭାଇରାଲ କରା ଯାଉଛି।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ, ୩୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ, ପୋଲିସ ହେପାଜତରେ ଥିବା ଅନେକ ଲୋକଙ୍କୁ ଭିଡ଼ ସାମ୍ନାରେ ପରେଡ୍ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଶ୍ରୀଗଙ୍ଗାନଗର ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦେଖାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। […]

Continue Reading