କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗିଥିବା ଦେଖିବାକୁ ମିଳିଛି। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ ଋତୁ ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

କ’ଣ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ରାସ୍ତା ବନ୍ଦ କରିଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେରଜିଙ୍କ ସ୍କୁଟି ଚଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ରାସ୍ତା ବନ୍ଦ କରା ଯାଇଛି।  କିନ୍ତୁ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପେଟ୍ରୋଲ ଦର ବୃଦ୍ଧିର ବିରୋଧ କରି ମମତା ବାନେର୍ଜି ଇ-ସ୍କୁଟି ଚଲାଉଥିବା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।  କ’ଣ ଦାବି […]

Continue Reading

ପେଟ୍ରୋଲର ମୂଲ୍ୟ ବଢ଼ାଇବା ହେଉଛି ମୋଦୀ ଜିଙ୍କର ମାଷ୍ଟରଷ୍ଟ୍ରୋକ-  ସ୍ମୃତି ଇରାନୀ ?

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରି ଗରିବ ଲୋକଙ୍କୁ ସମର୍ଥନ କରିଛନ୍ତି ଏବଂ ଧନୀମାନଙ୍କ ବିରୋଧରେ ଏକ ମାଷ୍ଟର ଷ୍ଟ୍ରୋକ ସୃଷ୍ଟି କରିଛନ୍ତି।  ଆମେ ତଥାପି ଗରିବ ଲୋକଙ୍କ ପାଦକୁ ସୁରକ୍ଷିତ ରଖିଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ଗାଡି ଏବଂ ରିକ୍ସା ଚଳାଇ ପାରିବେ। 12 ଏପ୍ରିଲ୍ ରେ Odisha Youth Congress ଫେସବୁକ ପେଜରେ […]

Continue Reading

ପେଟ୍ରୋଲ ଦାମକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଇରାଲ ହେଉଥିବା ଭିଡିଓ ଏଡିଟେଡ ଅଟେ।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ  ବଢ଼ିବାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ 87 ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 77 ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାଲେ ଲାଗିଛି ଭିଡିଓରେ ମୋଦୀ କନଫରେନ୍ସିଂ ମାଧ୍ୟମରେ ମରାଠୀ ଭାଷାରେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ଭିଡିଓକୁ […]

Continue Reading

କ’ଣ ଦିଲ୍ଲୀ ପୋଲିସ ୨୬ ଜାଉଆରି ପାଇଁ ଟ୍ରାକ୍ଟରରେ ପେଟ୍ରୋଲ୍ ଦିଆ ଜୀବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା? ଜାଣନ୍ତୁ ସତ୍ୟ।

୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଦିନ କୃଷକ ମାନେ ଟ୍ରାକ୍ଟର ରେଲି ଅଭିଯାନ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ପେଟ୍ରୋଲ୍ ପମ୍ପର ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ନୋଟିସରେ ଲେଖା ଯାଇଅଛି କି ବୋତଲ ଏବଂ ଟ୍ରାକ୍ଟରରେ ପେଟ୍ରୋଲ ଦିଆ ଜୀବ ନାହିଁ। ପୋଷ୍ଟର ଦାବି ଅନୁଯାୟୀ ଏହି ନୋଟିସ ଦିଲ୍ଲୀ ପୋଲିସ ଦ୍ଵାରା ଲଗା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Archive ଆମ ଅନୁସନ୍ଧାନ: ଆମ […]

Continue Reading

କ’ଣ ଭାରତରେ ପେଟ୍ରୋଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ?

ଦେଶରେ ପେଟ୍ରୋଲ ଦର ପଢ଼ିଲା ପରେ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ କରାଯାଉଛି। କୋରୋନା ମହାମାରି ସମୟରେ ଦେଶର ଅର୍ଥନିତିରେ ଭୟଙ୍କର ହ୍ରାସ ପାଇଛି। ଅଥି ମଧ୍ୟରେ ପେଟ୍ରୋଲ ଦରରେ ବୃଦ୍ଧି ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ବନି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଅନ୍ୟ ଦେଶମାନଙ୍କ ପେଟ୍ରୋଲ ଦର ଭାରତଠାରୁ କମ୍ ହୋଇଥିବା ନେଇ ଆଶୋଚନା ମଧ୍ୟ କରାଯାଉଛି। 29 ଜୁନରେ Bikash Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ […]

Continue Reading

ପ୍ରକୃତରେ କ’ଣ ଥିଲା 2018 ଏବଂ 2013ରେ ପେଟ୍ରୋଲ ଦର, ଜାଣନ୍ତୁ ସତ୍ୟ।

Kisan kumar padhi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ପେଟ୍ରୋଲ ଦର କୁ ନେଇ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଭାଇରାଲ ପୋଷ୍ଟରେ ମୋଦି ସରକାର ସମୟରେ ପେଟ୍ରୋଲ ଦର କମଥିବା ବେଳେ କଂଗ୍ରେସ ସରକାର ସମୟରେ ପେଟ୍ରେଲ ଦର ଅଧିକଥିବାର ଦାବି କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, 2003 ବିଜେପି ସରକାର ସମୟରେ ପେଟ୍ରୋଲ ଦର ଲିଟର ପ୍ରତି 32.7 ଟଙ୍କା ଥିଲା ବେଳେ 2013 କଂଗ୍ରେସ ସରକାର ସମୟରେ ପେଟ୍ରୋଲ […]

Continue Reading