କ’ଣ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
ଗତ କାଲୀ ଭାରତ ବାୟୁ ସେନାର ଏକ ବିମାନ କରଣତକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମନାକୁ ଆସିଥିଲା। ଏହା ପରେ ସୋସିଆଲ ମିଡିଆରେ ଘଟନା ଜଡିତ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣା ହୋଇଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ହେଇଥିବା ଦୁର୍ଘଟଣାର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]
Continue Reading