ଓଡ଼ିଆ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରଚାର ହେଉଛି।
ଗତ କିଛି ଦିନ ତଳେ ଓଡ଼ିଶାର ଜଣେ କମେଡ଼ିଆନ ଅର୍ଥାତ୍ ହାସ୍ୟ କଳାକାର ସୌମ୍ୟ ରଞ୍ଜନଙ୍କର କ୍ୟାନ୍ସର ରୋଗରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେ ମିଷ୍ଟର ନୋନସେନ୍ସ ନାମକ ଏକ ଟିଭି ସୋରେ ହାସ୍ୟ କଳାକାର ଭାବେ କାମ କରିଥିଲେ। ଏଥି ମଧ୍ୟରେ ଅନ୍ୟ ଏକ ଓଡ଼ିଶାର ଜଣା ଶୁଣା ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କର ମୃତ୍ୟୁ ଖବର ସୋସିଆଲ ମିଡ଼ିଆ ଏବଂ ହ୍ୱାଟ୍ସ ଆପରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ହାସ୍ୟ କଳାକାର […]
Continue Reading