କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଭଉଣୀ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇଛନ୍ତି? ଜାଣନ୍ତୁ ସତ୍ୟ।
୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପ ରେ ଗୋଟିଏ ଖବର କାଗଜର ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଲେଖା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁବୋଲି ଭଉଣୀ କମର ମୋହସିନ ସେଖ୍ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇ କହିଛନ୍ତି ଯେ କୋରୋନା ସମୟରେ ସେ ପ୍ରଥମେ ନିଜ ଭାଇଙ୍କ ଚହୁଁଛନ୍ତି। ଆସନ୍ତୁ ଜାଣିବା ସତ୍ୟ କଣ। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ […]
Continue Reading