କ’ଣ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀନଗରର ଲାଲ ଛକ ଠାରେ ଲୋକ ମାନେ ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।
ଗତ କାଲୀ ୨୨ ଜାନୁଆରୀରେ ଅଯୋଧ୍ୟାରେ ଧରି ରାମଙ୍କର ପ୍ରାଣ ପ୍ରତିଷ୍ଠା ପାଳନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସହିତ ଅନ୍ୟ ୮୦୦୦ ମୁଖ୍ୟଅତିଥି ଏହି ଅବସରରେ ଯୋଗଦାନ ଦେଇଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏପରି ଏକ ପୋଷ୍ଟରେ ଏକ ବିଶାଳ ଘଣ୍ଟା ଘରରେ ଶ୍ରୀ ରାମଙ୍କର ଛବି ଉଜ୍ଜ୍ଵଳିତ କରା ଯାଇଥିଲା। ଦାବି କରା ଯାଉଛି ଯେ ଏହି ଭିଡିଓ ଶ୍ରୀନଗରର ଲାଲ୍ ଛକର ଦୃଶ୍ୟ […]
Continue Reading