ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ଅସମ୍ପୂର୍ଣ୍ଣ ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ ହେଉଛି। 

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ରାଜ୍ୟ ସଭାରେ ଦେଇଥିବା ଏକ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ରେ ସଞ୍ଜୟ ସିଂଙ୍କୁ ‘ହରାମରେ ମଧ୍ୟ ରାମ ଅଛି’ ବୋଲି କହୁହିବା ଶୁଣିବାକୁ ମିଳିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ଅସମ୍ପୁର୍ଣ୍ଣ ଭିଡିଓ। ପ୍ରକୃତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ୍ ବିହାରୀ ଭାଜପାୟୀଙ୍କ ଉଦ୍ଧୃତି ଦେଉଥିଲେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

କ’ଣ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀନଗରର ଲାଲ ଛକ ଠାରେ ଲୋକ ମାନେ ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଗତ କାଲୀ ୨୨ ଜାନୁଆରୀରେ ଅଯୋଧ୍ୟାରେ ଧରି ରାମଙ୍କର ପ୍ରାଣ ପ୍ରତିଷ୍ଠା ପାଳନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସହିତ ଅନ୍ୟ ୮୦୦୦ ମୁଖ୍ୟଅତିଥି ଏହି ଅବସରରେ ଯୋଗଦାନ ଦେଇଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏପରି ଏକ ପୋଷ୍ଟରେ ଏକ ବିଶାଳ ଘଣ୍ଟା ଘରରେ ଶ୍ରୀ ରାମଙ୍କର ଛବି ଉଜ୍ଜ୍ଵଳିତ କରା ଯାଇଥିଲା। ଦାବି କରା ଯାଉଛି ଯେ ଏହି ଭିଡିଓ ଶ୍ରୀନଗରର ଲାଲ୍ ଛକର ଦୃଶ୍ୟ […]

Continue Reading

କ’ଣ ରାମ ମନ୍ଦିର ନିର୍ମାଣର ବିରୋଧ କରୁଥିବା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଭଗବାନ ରାମଙ୍କ ଭେଷ ହେଇଥିବା ଲୋକକୁ ତିଳକ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କ ଗୋଟିଏ ଫୋଟୋ ଭାଇରାଲ ହେବା ରେ ଲାଗିଛି ଯେଉଁଥିରେ ସେ ଭଗବାନ ରାମଙ୍କ ଭେଷରେ ଥିବା ଜଣେ ବ୍ୟକ୍ତିଙ୍କୁ ଟିଲକ ଲଗାଉଛନ୍ତି। ଦାବି କରା ଯାଉଛି ଯେ ରାମ ମନ୍ଦିର ନିର୍ମାଣ ହେବା କାର୍ଯ୍ୟ ଦେଖି ସୋନିଆ ଗାନ୍ଧୀ ମଧ୍ୟ ଏପରି କରିବାକୁ ବାଧ୍ୟ ହେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ଏବଂ ଭ୍ରମାତ୍ମକ ବୋଲି ପାଇଲା। ଏହା ଗୋଟିଏ ପୁରୁଣା ଫୋଟୋ ଏବଂ ସୋନିଆ ଗାନ୍ଧୀ […]

Continue Reading

କ’ଣ ଆମେରିକାର ଗୋଟିଏ କମ୍ପାନୀ ନିଜ ନୂତନ କାରର ନାମ ରାମ ରଖିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅସିଆଲ ମିଡିଆରେ ଗୋଟିଏ କାରର ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କରର ନାମ ରାମ ବୋଲି ଲେଖା ଯାଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଆମେରିକାର ଗୋଟିଏ କମ୍ପାନୀ ଗୋଟିଏ କାର ଉତ୍ପାଦନ କରି ତାହାର ନାମ ରାମ ରଖିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି କାରର ନାମ ରାମ ହେବାରର ପ୍ରଭୁ ରାମଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।  କ’ଣ ଦାବି କରା ଯାଇଛି […]

Continue Reading