କ’ଣ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ଉପରେ ଆକ୍ରମଣ କରିବେ ନାହିଁ ତେବେ ତାଙ୍କୁ ନିଜ ପଦରୁ ଇସ୍ତଫାଦେବା ଉଚିତ? 

ବାଂଲାଦେଶରେ ଘଟିଥିବା ହିଂସାରେ ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ପୃଷ୍ଠଭୂମିରେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁମାନଙ୍କୁ ଆକ୍ରମଣ କରୁଥିବା ବାଂଲାଦେଶ ଉପରେ ଆକ୍ରମଣ କରିପାରିବେ ନାହିଁ, ତେବେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ କ୍ଲିପ୍ AI ବ୍ୟବହାର କରି ଏଡିଟ୍ […]

Continue Reading

କ’ଣ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ତାଙ୍କ ପଦବିରୁ ଇସ୍ତଫା ଦେଇଦେଲେ ?

ଭାରତ ଚାଇନା ବଏଂ ଭାରତ ନେପାଳ ସହ ଚାଲୁ ରହିଥିବା ବିବାଦ  ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ବନିଯାଇଛି। ଏହା ଛଡ଼ା ନେପାଳର ପ୍ରଥାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିବାଦ ଘେରି ରହିଛି। ଏଥି ମଧ୍ୟରେ  Tridip Kumar nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଇସ୍ତଫା ଦେଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି […]

Continue Reading

ସୁବ୍ରୋତ ବାଗଚି କୋଭିଡ-19 ମୁଖପାତ୍ର ପଦରୁ ଇସ୍ତଫା ଦେବା ପାଇଁ କୌଣସି ଟ୍ୱିଟ୍ କରି ନହାନ୍ତି। ବଗଚିଙ୍କ 2019 ମସିହା ଟ୍ୱିଟକୁ ଏବେର କହି ଭାଇରାଲ କରାଯାଉଛି।

କୋରୋନା ଭାଇରାସ ରାଜ୍ୟରେ ବାପିବା ପରଠାରୁ ଓଡ଼ିଶା କୋରୋନା ଭାଇରସ ରୋଗର ମୁଖ ପାତ୍ର ଭାବେ ସୁବ୍ରତ ବାଗଜି ବେସ ଚର୍ଚ୍ଚିତ ହୋଇ ଯାଇଥିଲେ। ଦିନ ସରି ଆସୁଥିବା ମାତ୍ରେ ରାଜ୍ୟର ସମସ୍ତ ଟିଭି ଚ୍ୟାନେଲରେ ସୁବ୍ରତ ବାଗଚି ଲୋକଙ୍କୁ କୋରୋନା ସମ୍ବନ୍ଧିୟ ସୂଚନା ଏବଂ କିପରି ଏହି ମହାମାରି ଠାରୁ ରକ୍ଷା ମିଳିବ ସେ ନେଇ ଚର୍ଚ୍ଚା କରୁଥିବାର ଦେଖା ଯାଉଥିଲେ। କିନ୍ତୁ ଅଚାନକ କିଛି ଦିନ ହେଲା ସେ ସରକାର ତରଫରୁ କୋରୋନା ସମ୍ବନ୍ଧିୟ […]

Continue Reading