ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।
କୋରୋନା ମୁକାବିଲା ପାଇଁ ଦେଶରେ ଲଢ଼େଇ ଜାରି ରହିଛି। କୋରୋନା ସଂକ୍ରମଣ ପାଇଁ ଅନେକ ନେତା ଅଭିନେତା ପ୍ରଧାନମନ୍ତ୍ରୀ ଦାନ ପାଣ୍ଠିରେ ଦାନ ମଧ୍ୟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା ମଧ୍ୟ କରାଯାଇଛି ଯେ, କେଉଁ ନେତା କେତେ ଦାନ କଲେ ଏବଂ କେଉଁ ଅଭିନେତା କେତେ ଦାନ କଲେ। ଏଧି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେ, ୱିପ୍ରୋର ମାଲିକ ଆଜିମ ପ୍ରେମଜି ଜାତିରେ ମୁସଲିମ […]
Continue Reading