କ’ଣ ଭିଡିଓରେ ଜଣେ ବିଜେପି ମୁଖପାତ୍ର ନିଜ ପାର୍ଟି ବିରୁଦ୍ଧରେ କହୁଛନ୍ତି ଯେ ବିଜେପି ଏବଂ ଆରଏସଏସ ହିନ୍ଦୁ ନୁହଁନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ବିଜେପି ଏବଂ ଆରଏସଏସ ବିରୁଦ୍ଧରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ବିଜେପି ମୁଖପାତ୍ର। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଶେହଜାଦ ପୁନାୱାଲା। ଏହା ୭ ବର୍ଷ ପୁରୁଣା ଭିଡିଓ ଯେତେବେଳେ ସେ କଂଗ୍ରେସ ଦଳରେ ଥିଲେ। […]
Continue Reading