ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ, ଭିଡିଓରେ ନାଚୁଥିବା ବ୍ୟକ୍ତି ସାଂସଦ ସଞ୍ଜୟ ରାଉତର ନୁହେଁ।

ମହାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ। ଏହା ଛଡ଼ା ଭାଇରାଲ ଭିଡିଓ ସାଂସଦ ସଞ୍ଜୟ ରାଉତର ନୁହନ୍ତି। ଶିବସେନା ନେତା ସଞ୍ଜୟ ରାଉତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କଲା ପରେ ଶିବସେନା ନେତା ସଞ୍ଜୟ ରାଉତ ଖୁସିରେ ନାଚିଲେ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

ସଞ୍ଜୟ ରାଉତଙ୍କ ଭିଡିଓକୁ ଏଡିଟ୍ କରି କାନ୍ଦୁଥିବାର ଦାବି କରାଯାଉଛି।

ଦଳରେ ରାଜନୈତିକ ସଙ୍କଟ ବଢ଼ିବା ସହିତ ବହୁ ଶିବସେନା କର୍ମୀ ଦଳର ବିଦ୍ରୋହୀଙ୍କ ବିରୋଧରେ ମହାରାଷ୍ଟ୍ର ଏବଂ ଦିଲ୍ଲୀର ରାସ୍ତାରେ ଓହ୍ଲାଇଥିଲେ। ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାଙ୍କ ଶାସନ ପାଇଁ ପରସ୍ପର ସହ ଶକ୍ତି ସଂଗ୍ରାମରେ ଅଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥର ଶିବସେନା ନେତା ସଞ୍ଜୟ ରାଉତଙ୍କ କାନ୍ଦୁଛନ୍ତି। ଏହି ଭିଡିଓ ଫେସବୁକରେ ବହୁତ ଭାଇରାଲ ହେବାରେ ଲାଗିଛି।  […]

Continue Reading