ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ, ଭିଡିଓରେ ନାଚୁଥିବା ବ୍ୟକ୍ତି ସାଂସଦ ସଞ୍ଜୟ ରାଉତର ନୁହେଁ।
ମହାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ। ଏହା ଛଡ଼ା ଭାଇରାଲ ଭିଡିଓ ସାଂସଦ ସଞ୍ଜୟ ରାଉତର ନୁହନ୍ତି। ଶିବସେନା ନେତା ସଞ୍ଜୟ ରାଉତର ଏକ...