କ’ଣ ସିରମ୍ ଇଂଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ କୋଟି-କୋଟି ଟଙ୍କାର କରୋନା ଟିକା ଜଳି ଯାଇଅଛି? ଜାଣନ୍ତୁ ସତ୍ୟ।

Photo Credit: India TV News କିଛି ଦିନ ପୂର୍ବରୁ ସିରମ୍ ଇନଷ୍ଟିଚ୍ୟୁଟରେ ବଡ଼ ଅଗ୍ନିକାଣ୍ଡ ହେଇଥିବା ବିଷୟରେ ଗୋଟିଏ ବ୍ରେକିଙ୍ଗ ନ୍ୟୁଜ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ କମ୍ପାନୀ ସିଇଓ ଆଦର ପୁନାୱାଲା ଗଣମାଧ୍ୟମକୁ କହିଥିଲେ ଯେ ଅଗ୍ନିକାଣ୍ଡରେ କମ୍ପାନୀକୁ ୧୦୦୦ କୋଟିରୁ ଅଧିକ କ୍ଷତି ହୋଇଛି। ଏହା ନେଇ ଭିନ୍ନ ସୋସିଆଲ ମିଡିଆ ସାଇଟ ଗୁଡ଼ିକରେ କରୋନା ଟିକାର କ୍ଷତି ହେଇଥିବା ଖବର ପ୍ରଚାର ହେଉଛି। ୨୧ ଜାନୁଆରୀରେ ଏପରି ଗୋଟିଏ ପୋଷ୍ଟରେ […]

Continue Reading

କ’ଣ ଆସନ୍ତା ୭୩ ଦିନ ମଧ୍ୟରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ କୋରୋନା ଟୀକା ଆବିଷ୍କାର କରିବ ବୋଲି ଦାବି କରିଛି? ଜାଣନ୍ତୁ ସତ୍ୟ।

୨୪ ଅଗଷ୍ଟରେ ଓଡ଼ିଆ ନ୍ୟୁଜ ୨୪ ନିଜ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛି ଯେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ ଆସନ୍ତା ୭୩ ଦିନ ମଧ୍ୟରେ କୋରୋନା ଟୀକା ଆବିଷ୍କାର କରି ଲୋକଙ୍କ ଚିକିତ୍ସା ପାଇଁ ବଜାରରେ ଉପଲବ୍ଧ କରାଇବ। ବର୍ତମାନ ଏହି ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି ଏବଂ ସରକାର ସେମାନଙ୍କୁ ଏକ ସ୍ଵତନ୍ତ୍ର ନିର୍ମାଣ ପ୍ରଥମିକତା ଲାଇସେନ୍ସ ମଧ୍ୟ ଦେଇଛନ୍ତି। ୧୭ ଟି କେନ୍ଦ୍ରରେ ୧୭୦୦ ଟି ଲୋକଙ୍କ […]

Continue Reading