ଭଗତ ସିଂହ ଭଉଣି ପ୍ରକାଶ କୌରଙ୍କ ନାମରେ ଭାଇରାଲ ହେଉଛି ମିଥ୍ୟା ପୋଷ୍ଟ ।

ବିଛଣାରେ ପଡ଼ିଥିବା ଜଣେ ବୃଦ୍ଧ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ସହିତ ଦାବି କରାଯାଉଛି ଯେ, ଏହି ମହିଳା ଶାହିଦ ଭାଗବତ ସିଂଙ୍କ ସାନ ଭଉଣୀ ପ୍ରକାଶ କୌର। ତାଙ୍କର 1 ଜାନୁଆରି 2021 ରେ 96 ବର୍ଷ ବୟସରେ ଦେହାନ୍ତ ହୋଇଛି।  ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ସେପ୍ଟେମ୍ବର 2014 ରେ ଭାଗବତ ସିଂଙ୍କ ଭଉଣୀ ପ୍ରକାଶ କୌରଙ୍କର ମୃତ୍ୟୁ ହୋଇଥିଲା।  1 […]

Continue Reading

ଅକ୍ଷୟ କୁମାର ତାଙ୍କ ଭଉଣୀ ପାଇଁ ପୁରା ବିମାନ ବୁକ୍ କରିଥିଲେ କି?

ଲକଡାଉନରେ ଯେତେବେଳେ ସୁପରଷ୍ଟାର ସୋନୁ ସୁଦ ପ୍ରବାଶି ଶ୍ରମିକ ମାନଙ୍କୁ ତାଙ୍କୁ ଘରକୁ ପଠାଇବା ପାଇଁ ଗାଡ଼ି ବ୍ୟବସ୍ଥା କରି ସମସ୍ତଙ୍କ ଠାରୁ ପ୍ରସଂସା ପାଉଛନ୍ତି। ଅନ୍ୟ ପଟେ ଅକ୍ଷୟ କୁମାରଙ୍କ ନାଁରେ ତାଙ୍କ ଭଉଣି ପାଇଁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରି ଚର୍ଚ୍ଚାରେ ବନି ରହିଛନ୍ତି। 31 ସେ ରେ News7 ଏକ ଖବର ପ୍ରକାଶଇତ କରିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ବିମାନ ସେବା ଆରମ୍ଭ ହେଲା ପରେ […]

Continue Reading