ଅଲ୍-ଥୁମାମା ଷ୍ଟାଡିୟମରେ କୁରାନ ପାଠର ପୁରୁଣା ଭିଡିଓକୁ ଫିଫା ବିଶ୍ୱକପ ଉଦଘାଟନୀ ସମାରୋହ ସମୟର ଘଟଣା ଦାବି ସହିତ ଭାଇରାଲ ହେଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଫୁଟବଲ୍ ପଡିଆରେ କିଛି ବାଳକ ମାନେ କୁରାନ ପାଠ କରୁଛନ୍ତି। ଦାବି କରା ଯାଉଛି ଯେ ଫିଫା ବିଶ୍ଵ କପ୍ ୨୦୨୨ ଉଦଘାଟନୀ ସମାରୋହ ସମୟର କାତାର କୁରାନ ପାଠ ଆୟୋଜିତ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫିଫା ୨୦୨୨ ବିଶ୍ଵ କପ୍ ସମୟର ନୁହେଁ। କ’ଣ ଦାବି କରା ଯାଇଛି ପୋଷ୍ଟରେ? Qatar […]
Continue Reading