କ’ଣ ନୂପୁର ଶର୍ମାଙ୍କ ସମର୍ଥନେ ଓହ୍ଲାଇଲେ ନାଗା ସାଧୁ? 

ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରୁଥିବାବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି। ରାସ୍ତାରେ ଯାଉଥିବା ନାଗା ସାଧୁଙ୍କ ଭିଡ଼ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ  ନାପୁର ଶର୍ମାଙ୍କ ସମର୍ଥନରେ ନାଗା ସାଧୁଙ୍କ ରାଲି ବୋଲି ଦାବି କରାଯାଇଛି। Abinash Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା […]

Continue Reading

ପୁରୁଣା ଭିଡିଓକୁ ନୂପୁର ଶର୍ମାଙ୍କ ସମର୍ଥନରେ ହିନ୍ଦୁମାନଙ୍କ ଭିଡ଼ ମିଥ୍ୟା ଦାବିରେ ଭାଇରାଲ।

ନୂପୁର ଶର୍ମାଙ୍କ ବିବାଦିୟ ବାୟାନ ପରେ ସୋଶିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ତାଙ୍କ ସମର୍ଥନରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଅଧିକ ସଂଖ୍ୟାରେ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି।  ଭିଡିଓ ସହ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ଅଟେ। ଏବଂ  ଏହି ଭିଡ଼ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ବାରିଛି। Santosh Behera ନାମକ ଜଣେ ଫେସବୁକ ୟୂଜର ଭାଇରାଲ […]

Continue Reading

ଚୀନ୍ ବିରୋଧରେ ଭାରତକୁ ଅନ୍ୟ ଦେଶ ସମର୍ଥନ କରିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।

ଭାରତ ଚାଇନା ମଧ୍ୟରେ ହଇଥିବା ହିଂସକ ବିବାଦ ପରେ ଦେଶରେ ଚୀନକୁ ଏବଂ ଚୀନର ସମସ୍ତ ଜିନିସକୁ ବିରୋଧ କରିବାରେ ପ୍ରୟାସ ଚାଲିଛି। ଏଧି ମଧ୍ୟରେ କେଉଁ ଦେଶ ଭାରତ ସପକ୍ଷରେ ଅଛି ଏବଂ କେଉଁ ଦେଶ ଭାରତ ବିପକ୍ଷରେ ସେ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଛି।  ମେ ମାସଠାରୁ ଭାରତ ଏବଂ ଚୀନ୍ ବର୍ଡରେ ବିବାଦ ଲାଗି ରହିଛି। ସେବେଠାରୁ ଏହା ଉପରେ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟ ଏକ […]

Continue Reading