ତାମିଲନାଡୁର ମହା ପୁଷ୍କରମ ପାଇଁ କାଭେରୀ ନଦୀ ଜଳର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ସ୍ଥାନରେ ପାଣି ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦାବି କରା ଯାଉଛି ଯେ ଏହା ଏକ ଚମତ୍କାରୀ ନଦୀ ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁର ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ […]

Continue Reading

କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ […]

Continue Reading

କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତ୍ୟାଚାରର ବିଭିନ୍ନ ଘଟଣା ସାମନାକୁ ଆସିଛି। ଏହା ନେଇ ସୋସିଆ ମିଡିଆରେ ମଧ୍ୟ ଭିନ୍ନ-ଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ରହି ପ୍ରସଙ୍ଗରେ ଏକ ଭିଡିଓରେ ଦୁଇଟି ଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଆକ୍ରମଣ କରୁଛନ୍ତି ଏବଂ ଦ୍ଵିତୀୟ ଭିଡିଓରେ ଏକ ଟ୍ରେନରେ କିଛି […]

Continue Reading

କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ହେବ ଗଣମାଧ୍ୟମରେ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଭିଡିଓ ଏବଂ ସମ୍ବାଦ ସାମନାକୁ ଆସୁଛି। ଜାଗ୍ରଣ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଆକ୍ରମଣରେ କେତେକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ନେକ […]

Continue Reading

ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫୋଟୋ ଗୁଡିକରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଦେଖିବାକୁ ମିଳିଛି। ଫୋଟୋ ସେୟାର କରି ଏହି ଯୁବକଙ୍କୁ ଗିରଫ କରିବାର ଦାବି କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଘଟଣା ଯାହା 2016 ମସିହାରେ ତାମିଲ ନାଡୁ ରାଜ୍ୟରେ ଘଟିଥିଲା।  କ’ଣ କୁହା ଯାଇଛି ପୋଷ୍ଟରେ?  ଜଣେ ଯୁବକ ଭାରତୀୟ […]

Continue Reading

କ’ଣ ଜଣେ କ୍ରିଷ୍ଟ ଧର୍ମ ଲୋକକୁ ତାମିଲନାଡ଼ୁ ସରକାର ଏକ ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଛନ୍ତି ଏବଂ ସେ ମଦ୍ୟପାନ କରୁଛନ୍ତି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ହିନ୍ଦୁ ପୁରୋହିତ ଭେଶରେ ଜଣେ ବ୍ୟକ୍ତି ମଦ୍ୟପାନ କରୁଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ ଜଣେ ବ୍ୟକ୍ତି ଭଗବାନଙ୍କର ମୂର୍ତି ଉପରେ ପାଦ ରଖି ଭଗବାନଙ୍କର ଅପମାନ କରିଛନ୍ତି। ଏହି ଦୁଇଟି ଫୋଟୋକୁ ପୋଷ୍ଟ କରି ଦାବି କରା ଯାଇଛି ଯେ “ଫୋଟୋରେ ମଦ୍ୟପାନ କରୁଥିବା ବ୍ୟକ୍ତି ଜଣେ କ୍ରିଷ୍ଟ ଧର୍ମ ଲୋକ ଥୋମାସ ରାଜନ ଅଟନ୍ତି ଯାହାକୁ ତାମିଲନାଡୁ ସରକାର […]

Continue Reading

ତାମିଲନାଡୁର ଖ୍ରୀଷ୍ଟିଆନ ଶିକ୍ଷକ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବା ହିନ୍ଦୁ ପିଲାକୁ ପିଟୁଛନ୍ତି ? ଜାଣନ୍ତୁ ସତ୍ୟତା ।

1 ସେପ୍ଟେମ୍ବର ତାମିଲନାଡୁରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲହେବାରେ ଲାଗିଛି।  ଭିଡିଓରେ ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ମାଡ ଦେଉଥିବା ଶିକ୍ଷକ ଜଣେ ଖ୍ରୀଷ୍ଟିଆନ ଏବଂ ଛାତ୍ରଟି ରୁଦ୍ରାକ୍ଷ ପିନ୍ଧିଥିବାରୁ ଶିକ୍ଷକ ତାକୁ ମାଡ ମାରିଛନ୍ତି। ଫ୍ୟାକ୍ଟ କ୍ରେସେଣ୍ଡୋ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ଭୁଲ […]

Continue Reading

ତାମିଲ ନାଡୁ ପୋଲିସ ଇଣ୍ଡୋନେସିଆ ଦେଶରୁ ଆସିଥିବା ଯେଉଁ ୧୨ ମୁସ୍ଲିମଙ୍କୁ ଗିରଫ କରିଛି ସେମାନେ କ’ଣ ରୋହିଙ୍ଗିୟା? ଜାଣନ୍ତୁ ସତ୍ୟ।

ସଂଯୁକ୍ତ ରାଷ୍ଟ୍ର ସଚିବ ଏନଟୋନିୟୋ ଗୁଟେରେସଙ୍କ କହିବା ଅନୁଯାୟୀ ରୋହିଙ୍ଗିୟା ଲୋକଙ୍କ ସହିତ ବହୁତ ଭେଦଭାବ ହେଇଛି। ରୋହିଙ୍ଗିୟା ମ୍ୟାନମାର ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ଅଟନ୍ତି। ଏହି ସମ୍ପ୍ରଦାୟର ଲୋକେ ମ୍ୟାନମାର ର ରାଖୀନେ ଆଞ୍ଚଲରେ ରୁହନ୍ତି। ମ୍ୟାନମାର ଗୋଟିଏ ବୌଦ୍ଧ ରାଷ୍ଟ୍ର ହେବା କାରଣରୁ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ନାଗରିକତା ଦେଉ ନହିଁ। 2014 ମସିହାରେ ମ୍ୟାନମାରରେ ହେଇଥିବା ଜନଗଣନା ସମୟରେରେ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରା ଯାଇ ନଥିଲା। କିଛି ବର୍ଷ […]

Continue Reading