ପୁରୁଣା ଏବଂ ଅସମ୍ପର୍କୀୟ ଭିଡିଓକୁ ଦୁବାଇରେ ଦୀପାବଳୀ ଉତ୍ସବ ପାଳନ ଦାବି ସହିତ ସେୟାର କରା ଯାଉଛି। 

ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଦୀପାବଳୀରେ ବାଣ ଫଟାଇବା ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଲୋକ ପର୍ବ ପାଳନକୁ ଗୁରୁତ୍ଵ ଏଇ ବନ ଫଟାଇବାରେ କୌଣସି ପ୍ରତିବନ୍ଧ ନ ଲଗାଇବାକୁ ଜୋର ଦେଇଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାଣ ଫୁଟେଇବା ସମୟରେ ରାସ୍ତାରେ ଅନେକ ଲୋକ ଛିଡ଼ା ହୋଇ ଏହାର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି।  ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତର […]

Continue Reading

୨୩ ଲକ୍ଷ ଟଙ୍କାରେ ଗୋଲ୍ଡେନ ଭିସା ଦେଉନାହିଁ ସଂଯୁକ୍ତ ଆରବ ଏମିରେଟ୍ସ। ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ।

ଗତ କିଛି ଦିନ ଧରି, ସଂଯୁକ୍ତ ଆରବ ଏମିରେଟ୍ସ ଯିବାକୁ ଚାହୁଁଥିବା ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି। ଏକ ଭାଇରାଲ ଖବରରେ ଦାବି କରାଯାଇଛି ଯେ ଭାରତୀୟମାନେ ମାତ୍ର ୨୩ ଲକ୍ଷ ଟଙ୍କାରେ ଜୀବନବ୍ୟାପୀ UAE ଗୋଲ୍ଡେନ ଭିସା ପାଇପାରିବେ। ମହଙ୍ଗା ସମ୍ପତ୍ତି କିଣିବା କିମ୍ବା ବ୍ୟବସାୟ ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ, କେବଳ ଦେୟ ଦିଅନ୍ତୁ ଏବଂ ସବୁଦିନ ପାଇଁ ରୁହନ୍ତୁ।  ଏହି ଖବରଟି ଦୁବାଇ ସପିଂ ଫେଷ୍ଟିଭାଲ ସେଲ୍ ଅପେକ୍ଷା ଅଧିକ […]

Continue Reading

କ’ଣ ଅଦାନୀଙ୍କୁ ରୁଣ ଅନୁମୋଦନକୁ ବିରୋଧ କରି ଗ୍ରାହକ ମାନେ ଆରବ ଦେଶରେ ବ୍ୟାଙ୍କ୍ ଅଫ୍ ବରୋଦା ରୁ ନିଜ ଟଙ୍କା ଉଠାଇ ନେଇ ଯିବାକୁ ପ୍ରୟାସ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ମାନ୍ୟତା ପାଇଥିବା ଆଦାନୀ ହିଣ୍ଡେନବର୍ଗ ରିପୋର୍ଟ ପରେ କିଛି ପଦବୀ ଖସି ଆସିଛନ୍ତି। ଏହି ରିପୋର୍ଟ ଆଦାନୀଙ୍କୁ ଶେଲ୍ କମ୍ପାନୀଗୁଡିକ ସାହାଯ୍ୟରେ ନିଜ ଷ୍ଟକ୍କୁ ନିୟନ୍ତ୍ରଣ କରିବାକୁ ଅଭିଯୋଗ କରିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଆଦାନୀ ଗ୍ରୁପକୁ ଟଙ୍କା ରୁଣ ଦେବା ଜାରି ରଖିବାକୁ ରାଜି ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଠାରେ ବ୍ୟାଙ୍କ୍ ଅଫ୍ ବରୋଦା ବାହାରେ […]

Continue Reading