ବାରାଣାସୀରେ ଜ୍ଞାନବାପି ମସଜିଦ ବିବାଦ ସହିତ ଜୋଡ଼ି ଉଜୈନର ପୁରୁଣା ଭିଡିଓ ଭାଇରାଲ ହେଉଛି।

ଜ୍ଞାନବାପି ମସଜିଦକୁ ନେଇ ବିବାଦ ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବାରାଣାସୀର ଲୋକମାନେ ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ପାଇ ଆନନ୍ଦରେ ପାଳନ କରୁଛନ୍ତି ବୋଲି ଦାବି କରାଯାଉଛି। ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ କରାଯାଇଥିବା ସର୍ଭେରେ ହିନ୍ଦୁ ପାର୍ଶ୍ୱ ପକ୍ଷରୁ ଦାବି କରାଯାଇଥିଲା ଯେ ସେଠାରେ ଶିବଲିଙ୍ଗ ମିଳିଥିଲା। ଅନ୍ୟପକ୍ଷରେ ମୁସଲମାନ ଦଳ ଏହାକୁ ରଣା ବୋଲି କହୁଛନ୍ତି। Muna Bhai ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ […]

Continue Reading

ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ଏହାର ପରିଣାମ ମଧ୍ୟ ଆସି ସାରିଛି। ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତିବା ପରେ ସପା ନେତା ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ନେତା ବିଜେପି ଉପରେ ଇଭିଏମ୍ ସ୍କାମ୍ ଅଭିଯୋଗ ଲଗାଇଛନ୍ତି।  ସୋସିଆଲ ମିଡିଆରେ ଏକ କିଡେଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାରାଣାଶୀରେ ଇଭିଏମ୍ ବଦଲାଉଥିବାର ଏକ ବଡ ଷଡଯନ୍ତ୍ରର ପରଦା ଫାଶ କରା ଯାଇଛି। ଭାଇରାଲ ଭିଡିଓରେ କିଛି ଲୋକେ ଇଭିଏମ୍ ଟ୍ରକ୍ ଉପରେ […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading

କ’ଣ ରାସ୍ତାରେ ଜମିଥିବା ପାଣିରେ ଚାଲୁଥିବା ବ୍ୟକ୍ତିଙ୍କ ଏହି ଫୋଟୋ ବାରାଣାସି ସହରର ଅଟେ? ଜାଣନ୍ତୁ ସତ୍ୟ।

ଦେଶର ଅନେକ ଭାଗର ପ୍ରବଳ ବର୍ଷାର ସମ୍ମୁଖୀନ ହେଉଛି। ଏହି କାରଣରୁ ଅନେକ ସହରରେ ପାଣି ଜମି ରହିବା ସମସ୍ଯା ସାମନା କରୁଛି। ଲୋକମାନେ ଏହି ସମସ୍ୟା ନେଇ ମୁନିସିପାଲିଟି ଏବଂ ସରକାରଙ୍କ ସଠିକ କାର୍ଯ୍ୟ ଉପରେ ପ୍ରଶ୍ନ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ରାସ୍ତାରେ ପାଣି ଜମି ରହିବା ସମସ୍ୟାର ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ସମ୍ପ୍ରତିରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ […]

Continue Reading