ଅଭିନେତା ପଙ୍କଜ ତ୍ରିପାଠୀ ବିଜେପି ବିରୋଧରେ ପ୍ରଚାର କରିନାହାଁନ୍ତି, ଭିଡିଓକୁ ଏଡିଟ୍ କରା ଯାଇଛି।

ଦିଲ୍ଲି ବିଧାନସଭା ନିର୍ବାଚନ ପୁର୍ବରୁ ଅଭିନେତା ପଙ୍କଜ ତ୍ରିପାଠିଙ୍କ ଗୋଟିଏ ଭିଡିଓ ସୋସାଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବିଜେପି ବିରୁଦ୍ଧରେ ପ୍ରଚାର କରୁଥିବା ନଜର ଆସିଛନ୍ତି। ୩୨ ସେକେଣ୍ଡର ଭିଡିଓରେ ସେ ଲୋକଙ୍କୁ ବିଜିପିକୁ ଭୋଟ୍  ନ ଦେବା ପାଇଁ ଅନୁରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏଡିଟେଡ୍ ଭିଡିଓ ଅଟେ। ଅସଲି ଭିଡିଓରେ ପଙ୍କଜ ତ୍ରିପାଠି ଅନ୍ଲାଇନ୍ ୟୁପିଆଇ ଜାଲିୟାତି […]

Continue Reading

ଉତ୍ତର ପ୍ରଦେଶ ନିର୍ବାଚନରେ ମାୟାବତୀ ସମାଜବାଦି ପାର୍ଟିକୁ ହରାଇବା ପାଇଁ ଭାଜପାକୁ ଭୋଟ ଦେବାକୁ କହୁଛନ୍ତି ?

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ପରାସ୍ତ କରିବା ପାଇଁ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି କିମ୍ବା ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରି ବାହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ନେଇ ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଛି। ଭାଇରାଲ କ୍ଲିପ୍ରେ ମାୟାବତୀ ହିନ୍ଦୀରେ ଏକ ବିବୃତ୍ତି ପଢ଼ୁଛନ୍ତି: “ଏସପିର ଦ୍ୱିତୀୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ବିଏସପି ସବୁକିଛି କରିବ। ଏବଂ ଏହା କରିବା ପାଇଁ ଯଦି ଆମ ଦଳର […]

Continue Reading

ଭିଡିଓରେ କ’ଣ  ବୃଦ୍ଧ ଜଣକ ମସଜିଦ ନିର୍ମାଣ ପାଇଁ ଅଖିଳେଶ ଯାଦବଙ୍କୁ ଭୋଟ୍ ନ ଦେବା ବିଷୟରେ କଥା ହୋଇଥିଲେ ?

ସୋସିଆଲ ମିଡିଆରେ  ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଅଖିଳେଶ ଯାଦବ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ଜଣେ ବୃଦ୍ଧ ଅଖିଳେଶ ଯାଦବଙ୍କୁ ପାଟି କରୁଛନ୍ତି ଯେ, ସେ ତାଙ୍କୁ ଭୋଟ୍ ଦେବେ ନାହିଁ। ଦାବି କରାଯାଇଛି ଯେ ସେ ଅଖିଳେଶ ଯାଦବଙ୍କୁ କହିଥିଲେ ଯେ ‘ତୁମେ ଏକ ମସଜିଦ ନିର୍ମାଣ କର ଏବଂ ତୁମକୁ କେହି ଭୋଟ୍ ଦେବେ ନାହିଁ’। 3 ଫେବୃଆରିରେ UTKALA […]

Continue Reading

ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରର ବିଜେପି ନେତା ରାଘବେନ୍ଦ୍ର ମିଶ୍ର ଜଣେ ବୃଦ୍ଧଙ୍କୁ ଧମକ ଦେଉଛନ୍ତି ?

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ସୂଚନା ଭାଇରାଲ ହେଉଛି। ନିକଟରେ ଜଣେ ବିଜେପି ନେତା ବୃଦ୍ଧଙ୍କୁ ଧମକ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରରେ ବିଜେପି ନେତା ରାଘବେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଜଣେ ବୃଦ୍ଧଙ୍କୁ ଧମକ ଦିଆଯାଉଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ବୋଲି ପ୍ରମାଣିତ ହୋଇଛି।  […]

Continue Reading