କୂଅ ମାଟି ଭିତରକୁ ପଶିଯାଉଥିବାର ଏହି ଭିଡିଓ 2020ର ନୁହେଁ।

2020ରେ କୋରୋନା ସଂକ୍ରମଣ ସହ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିବାରେ ଲିଗିଛି। ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ 2020କୁ ନେଇ ଅଧିକ ଆତଙ୍କିତ କରିବା ପାଇଁ ଅନେକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ସମସ୍ତ ଦୁର୍ଘଟଣା 2020ରେ ହେବାରେ ଲାଗିଛି। 9 ଅଗଷ୍ଟରେ  Muna bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ରାସ୍ତା […]

Continue Reading