ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

କ’ଣ ଗଛରେ ଝୁଲେଇ ଜଣେ ମହୁଇଲାଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ଭିଡିଓ ମଣିପୁରର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ଚାଲିଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ଏହି ପ୍ରସଙ୍ଗରେ ଆହୁରି ଗୋଟିଏ ଭିଡିଓ ସାମନାକ୍ୟୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଗୋଟିଏ ମହିଳାକୁ ଗଛରେ ବାନ୍ଧି ଝୁଲେଇଛନ୍ତି ଏବଂ ତାଙ୍କ ଉପରେ ବାଡ଼ିରେ ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ […]

Continue Reading

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନ୍ୟ କୌଣସି ମହିଳାଙ୍କ ସହ ନୁହେଁ ବରଂ ତାଙ୍କ ପତ୍ନୀଙ୍କୁ ଫ୍ଲାଇଙ୍ଗ କିସ ଦେଉଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ମାଲାମାଲ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ଗାର୍ଲଫ୍ରେଣ୍ଡ କରିବା ପରେ ପାଖରେ ଠିଆ ହୋଇଥିବା ମହିଳାଙ୍କ ସହ ଜବରଦସ୍ତ ହାତ ମିଳାନ୍ତି। 32 ସେକେଣ୍ଡର ଭିଡିଓ ସେୟାର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କଂଗ୍ରେସ ନେତାଙ୍କୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରୁଛନ୍ତି। BirenM ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଶା କଂଗ୍ରେସ ରାହୁଲ ଗାନ୍ଧୀଙ୍କ […]

Continue Reading

ଗୁରୁଗ୍ରାମରେ ଏକ ସୁଟକେସରେ ମିଳିଥିବା ମହିଳା ଶବ ମଡର କେଶରେ ସାମ୍ପ୍ରଦାୟିକ କୋଣ ନାହିଁ ।

ସୋସିଆଲ ମିଡିଆରେ 53 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୋଲିସ କର୍ମଚାରୀମାନେ ରାସ୍ତା କଡ଼ରେ ପଡ଼ିଥିବା ଏକ ସୁଟକେସରେ ମୃତ ଦେହକୁ ଯାଞ୍ଚ କରୁଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ଏହା ଗୁରୁଗ୍ରାମରେ ପ୍ରେମ ଜିହାଦର ଏକ ମାମଲା। Debasish Grahacharya ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷଶ୍ଟ କରି ଲେଖିଛନ୍ତି ଯେ, ଆଉ ଗୋଟେ ହିନ୍ଦୁ ଝିଅ 👉 ମୁସଲମାନ ଦ୍ୱାରା ଲଭ ଜିହାଦ ଓ ହତ୍ୟା ର […]

Continue Reading

ୟୁପିର ପୁରୁଣା ଭିଡିଓ ମଧ୍ୟପ୍ରଦେଶରେ ରାମ ନବମୀ ଶୋଭାଯାତ୍ରାରେ ମହିଳାମାନେ ପଥର ଫିଙ୍ଗିବା ପାଇଁ ଗିରଫ ହୋଇଥିବା ଦାବିରେ ଭାଇରାଲ ହେଉଛି।

ପୋଲିସ  ମହିଳାଙ୍କୁ ଗିରଫ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେମାନେ ମଧ୍ୟପ୍ରଦେଶର ଖାର୍ଗୋନ ସ୍ଥିତ ରାମ ନାଭାମି ଶୋଭାଯାତ୍ରାରେ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଉଛି।ଅନେକ ଫେସବୁକ୍ ବ୍ୟବହାରକାରୀ ଏହି ଭିଡିଓ ସେୟାର କରିଛନ୍ତି। ପୋଷ୍ଟରେ ଦର୍ଶାଯାଇଛି ଯେ ରାମ ନବମୀଙ୍କ ଦିନ ପଥର ଫିଙ୍ଗିବା ଘଟଣାରେ ସମ୍ପୃକ୍ତ ଥିବା ଭିଡିଓରେ ଥିବା ମହିଳାମାନଙ୍କୁ ଗିରଫ କରାଯାଉଛି। Debasish Grahacharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ଲାଇନ୍ ଜନସାଧାରଣ ସଂଳାପର ମୂଳ ଭିଡିଓର ଛୋଟ କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନଲାଇନ୍ ଜନସାଧାରଣ ସଂଳାପର କିଛି ସେକେଣ୍ଡର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ ଦେଶର ଲୋକମାନେ କିପରି ସ୍ୱୀକାର କରୁଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ଯୋଜନାର ଲାଭ ପାଇନାହାଁନ୍ତି। ଏହି ଭିଡିଓକୁ ସେୟାର୍ କରି ଅପମାନ ସହିତ ଲେଖାଯାଇଛି ଯେ, “ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ସାମ୍ବାଦିକ ସମ୍ମିଳନୀରେ କେବେ ଉପସ୍ଥିତ ହୁଅନ୍ତି ନାହିଁ। 9 ଅକ୍ଟୋବର ରେ Aam […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳାସହ 1971ରେ ଦୁଷ୍କର୍ମ ହୋଇନଥିଲା ବରଂ ମହିଳା କଲେରା ରୋଗରେ ପଡ଼ତଥିବାରୁ ତା ସ୍ୱାମି ତାକୁ ବୋହିନେଇ ଯାଉଥିଲା।

17 ଫେବୃଆରିରେ Raitar Jhankar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ପୁରୁଷ ବ୍ୟକ୍ତି ଏକ ମହିଳାକୁ ହାତରେ ଉଠାଇନେଇ ଯାଉଛି। ମହିଳା ନଗ୍ନ ଅବସ୍ଥାରେ ଅଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବଙ୍ଗଲାଦେଶର ସ୍ୱାଧୀନତା ସମୟରେ ଭାଇରାଲ ଫୋଟୋରେଥିବା ମହିଳା ସହ ଅନେକଥର ଦୁଷ୍କର୍ମ କରାଯାଇ ଥିଲା। ଏହା ପରେ ମହିଳାର ମୃତ୍ୟୁ ହୋଇଯାଇଥିଲା ଏବଂ ମହିଳାର ସ୍ୱାମି ତାକୁ ବାହୁରେ ଉଠାଇ ନେଇଯାଉଥିଲା। […]

Continue Reading

ଭାଇରାଲ ଭିଡିଓରେ ପୋଲିସ କର୍ମିଠାରୁ ମାଡ଼ ଖାଉଥିବା ମହିଳା ମୁସ୍ଲିମ ଅଟେ।

11 ଫେବୃଆରିରେ Er jitu Krushna padhy ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କିଛି ପୋଲିସ କର୍ମି କିଛି ମହିଳାକୁ ପିଟୁ ଥିବାର ଦେଖା ଯାଉଛନ୍ତି। ଭିଡିଓରେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି। ଭିଡିଓର କିଛି ସମୟ ମଧ୍ୟରେ ଜଣେ ପୋଲିସ କର୍ମି  ଏକ ମହିଳାକୁ ମଟିରେ କଚାଡ଼ି ଦେବାର ମଧ୍ୟ ଦେଖା ଯାଉଛି। ପୋଲିସ କର୍ମିର ଏପରି ଭୟାବହ ରୂପ ଦେଖି ସ୍ଥାନିୟ ଲୋକ […]

Continue Reading