ମଣିପୁରରେ ଆଦିବାସୀମାନେ ବିଜେପି ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ? ଭିଡିଓ 5 ବର୍ଷ ପୁରୁଣା..
ଦୁଇ ମାସରୁ ଅଧିକ ସମୟ ଧରୀ ଚାଲୁଥିବା ମଣିପୁର ହିଂସା ଲାଗି ରହିଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ବିଜେପି ନେତାଙ୍କୁ ଧକ୍କା ଦେଉଥିବାର ନଜର ଆସିଛନ୍ତି। ବଙ୍ଗଳାରେ ହିନ୍ଦୁମାନଙ୍କୁ ମାଡ ଦିଆଯାଉଛି ଦାବିରେ ଏହି ଭିଡିଓ ସେୟାର କରାଯାଇଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏପରି ସମୟରେ ପ୍ରଧାନମନ୍ତ୍ରୀ ମଣିପୁର ଯିବାକଥା….. ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓର […]
Continue Reading