କ’ଣ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ୟୁ.ପି ପୋଲିସ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବେକରେ ଫୁଲମାଳ ଅଛି ଏବଂ ତାଙ୍କ ପାଖରେ ଚିଡ଼ା କିଛି ପୋଲିସକର୍ମୀ ନାଚୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେଲା ପରେ ସ୍ଥାନୀୟ ପୋଲିସ ଖୁସିରେ ନାଚୁଛନ୍ତି। ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Facebook | Archive ଆମ ଅନୁସନ୍ଧାନ: […]
Continue Reading