କ’ଣ କେରଳ ରେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ମୁସ୍ଲିମ ମହିଳା ଯାତ୍ରୀ ମାନେ ଜଣେ ହିନ୍ଦୁ ମହିଳାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଏକ ବସ୍‌ରେ ଯାତ୍ରା କରୁଥିବା ସମୟରେ ବୁର୍ଖା ପିନ୍ଧିଥିବା ଝିଅ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରିଛନ୍ତି ଯେ କେରଳର ମୁସଲମାନ ଝିଅ ମାନେ ବୁର୍ଖା ନ ପିନ୍ଧି ବସ୍‌ରେ ପ୍ରବେଶ କରିଥିବାରୁ ଜଣେ ବୃଦ୍ଧ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

କଳା ପୋଷାକରେ ଦେଖାଯାଇଥିବା ଝିଅ ଜାବେଦ ଅଖତରଙ୍କ ନାତୁଣୀ ନୁହେଁ ବରଂ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାବେଦ ଅଟନ୍ତି।

ସୋସିଆଲ ମିଡିଆରେ ବଲିଉଡର ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତରଙ୍କ ନାତୁଣୀର ନାମରେ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ତାଙ୍କ ପୋଷାକ ଉପରେ ଟାର୍ଗେଟ କରି ଜାଭେଦ ଅଖତରଙ୍କ ନାତୁଣୀ ବୋଲି ବର୍ଣ୍ଣନା କରିଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,  ଫଟୋଟି ଜାଭେଦ ଅଖତରଙ୍କ ନାତୁଣୀର ନୁହେଁ, ବରଂ ଟିଭି କଳାକାର ଉର୍ଫି ଜାଭେଦଙ୍କ ଅଟେ।  3 ଡିସେମ୍ବରରେ ଦେବବ୍ରତ ମହାନ୍ତି […]

Continue Reading