ଫିଲିପାଇନ୍ସର ଭୂମିକମ୍ପ ଭିଡିଓକୁ ଭେନେଜୁଏଲାର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ରିକ୍ଟର ସ୍କେଲରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ଭୂମିକମ୍ପରେ ଅତି କମରେ ୨୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୩ ରୁ ଅଧିକ ଆହତ ହୋଇଥିଲେ। ଭୂମିକମ୍ପ ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିବାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି କରାଯାଉଛି ଯେ ଏହା ଭେନେଜୁଏଲାରେ ହୋଇଥିବା ଭୂମିକମ୍ପର ଦୃଶ୍ୟ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଫିଲିପାଇନ୍ସର ଭୂମିକମ୍ପ […]

Continue Reading

ଏହା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ସମୟରେ ଫୋଟୋ ନୁହେଁ।

ନିକଟରେ ଆମେରିକା, ଭେନେଜୁଏଲା ଉପରେ ଆକ୍ରମଣ କରି ତାଙ୍କ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ଅନେକ ୟୁଜର ଏହି ଘଟଣା ଜଡ଼ିତ ଫୋଟୋ ସେୟାର କରୁଛନ୍ତି। ଏପରି ଏକ ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଦୁଇଟି ସେନା ଯବାନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଦାବି କରା ଯାଉଛି ଯେ ଗିରଫ ହୋଇଥିବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading