କ’ଣ ପ୍ରକୃତ ଖବର ଏହି ଗଛ ବିଷୟରେ? କ’ଣ ଏହା ଗୋଟିଏ ଚମତ୍କାରୀ ଗଛ? କ’ଣ ଏହା ଖାଲି ଭାରତରେ ଦେଖିବା କୁ ମିଳେ? କ’ଣ ଇତିହାସ ଏହି ଗଛ ବିଷୟରେ ଯାହା ସାମ୍ନା କୁ ଆସି ନାହିଁ? ଜାଣନ୍ତୁ ଆମ ଅନୁସନ୍ଧାନ କ’ଣ।

 Archive ଓଡ଼ିଆ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଏକ ଅନୁଛେଦ ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରାଲ ହୋଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପାରିଜାତ ନାମକ ଦିବ୍ୟ ବୃକ୍ଷ କେବଳ ଭାରତରେ ଅଛି।  ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ହିନ୍ଦୁ ପୁରାଣ ଅନୁସାରେ ଯେତେବେଳେ ନାରଦମୁନି ଶ୍ରୀ କୃଷ୍ଣଙ୍କୁ ଦେଖା କରିବା କୁ ଆସିଥିଲେ, ସେତେବେଳେ ନିଜ ସହିତ ପାରିଜାତର ଏକ ଫୁଲ ନେଇ ଆସିଥିଲେ। ସେହି […]

Continue Reading

କେଉଁ ମାଧ୍ୟମ ବ୍ୟବହାର କରି ଯିବାଆସିବା କରୁଥିଲେ ପୁରୁଣା କାଳ ପୋଲିସ? କ’ଣ ଏହି ସାଇକେଲଟି ପୋଲିସ ଦ୍ଵାରା ବ୍ୟବହାର କରାଯାଉଥିଲା? କେଉଁ ରାଜ୍ୟ ବା କେଉଁ ଦେଶରେ ଓ କିଏ ବ୍ୟବହାର କରୁଥିଲେ ଏହି ସାଇକେଲଟି କୁ? ଜାଣନ୍ତୁ ସତ।

ଗତ କିଛି ଦିନ ଆଗରୁ ଏହି ପୋଷ୍ଟଟି ଫେସବୁକରେ ଭାଇରାଲ ହୋଈଅଛି। ଏହି ପୋଷ୍ଟଟି କୁ ଫେସବୁକ ର ଓଡ଼ିଆ ଅନାବନା ପେଜରେ ପୋଷ୍ଟ କରାଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଛବିରେ ଥିବା ସାଇକେଲଟି କୁ ପୁରୁଣା କାଳ ପୋଲିସ ବ୍ୟବହାର କରୁଥିଲେ। ଏହି ସାଇକେଲଟି କୁ କେଉଁ ରାଜ୍ୟ ବା କେଉଁ ଦେଶର ପୁଲିସ ବ୍ୟବହାର କରୁଥିବା ବିଷୟରେ କୌଣସି ଟିପ୍ପଣୀ କରା ଯାଇ ନାହିଁ। ମାତ୍ର କିଛି ଘଣ୍ଟା ଭିତରେ […]

Continue Reading