କ’ଣ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସବୁ ଧନୀ ଓ ଗରିବ ବର୍ଗର ଲୋଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର ?
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏବେ ସମସ୍ତ ବର୍ଗର ଲୋକୋଙ୍କୁ ମିଲିବ ମାଗଣାରେ ଗ୍ୟାସ ସିଲିଣ୍ଡର। ଏପରି ଏକ ଗୁଜବ ଓଡ଼ିଆ ଘର ପରିବାର ୟୁଟ୍ୟୁବର ନିଜ ପୋଷ୍ଟରେ ଦାବି କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନରେଦ୍ର ମୋଦିଙ୍କର ଉଜ୍ୱଳା ଯୋଜନା ରେ ଏବେ ଧନୀ ,ଗରିବ , ମଧ୍ୟମ ବର୍ଗ ସମେତ ସରକାରି ଚାକିରିୟା ଲୋକଙ୍କୁ ମଧ୍ୟ ସାମିଲ କରା ଯାଇଛି। ସବୁ ବର୍ଗର ଲୋକୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ। ଏହି ଭିଡିଓଟି […]
Continue Reading