ସୋଶାଲ୍ ମିଡିଆ ହେଲ୍ପଲାଇନ ନମ୍ବରକୁ ବିଶ୍ୱାସ କରନ୍ତୁ ନାହଁ। ବିପଦ ସମୟରେ ପୋଲିସ ହେଲ୍ପ ଲାଇନ ନମ୍ବର 100ରେ କଲ କରନ୍ତୁ-କମିଶନରେଟ ପୋଲିସ
ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ପ୍ରଭାବରେ ସବୁଆଡ଼େ ମହିଳାମାନଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ଧ୍ୟାନ ଦିୟା ଯାଉଛି। ଏଥି ମଧ୍ୟରେ ଓଡ଼ିଶାର ଏକ ଯୁବକ 6 ଡିସେମ୍ବରରେ Nayan Anil Talele ନିଜ ନିଜ ଫେସବୁକ ଆକାଉଣ୍ଟରେ ନିଜ ଫୋନ ନମ୍ବର ଏବଂ ନିଜ ନାଁ ଲେଖି ପୋଷ୍ଟ କରିଛନ୍ତି ଯେ, କୌଣସି ସମୟରେ କୌଣସି ଝିଅ ଅଥବା ମହିଳା କୌଣସି ସମସ୍ୟାର ସମ୍ମୁକ୍ଷୀନ ହେଲେ ମୋତେ ଏହି ନମ୍ବରରେ ଫୋନ କରିବେ। ଏହା ଦ୍ୱାରା […]
Continue Reading