କ’ଣ ସତରେ କାର ଭିତରୁ ରାତା ରାତି ବାହାରି ଆସିଲା ଗଛ? ଜାଣନ୍ତୁ ସତ।

9 ଡିସେମ୍ବରରେ ଓଡ଼ିଶା K NEWSର ଏକ ନ୍ୟୁଜ ପୋଷ୍ଟରେ କାର୍ ଭିତରୁ ରାତାରାତି ଗଛ ବାହାରିବାର ଦାବି କରାଯାଇଛି। ପୋଷ୍ଟରେ ଏକ ଫୋଟୋ ଦିୟା ଯାଇଛି ଯାହାକୁ ଦେଖିଲେ ଲାଗୁଛି ଯେ, ସତରେ କାରକୁ ଫଟାଇ କାର ମଝିରୁ ଏହି ବିଶାଳକାୟ ଗଛ ବାହାରିଛି। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଧଳା ରଙ୍ଗର ଏହି କାର ଭିତରୁ ଏକ ଗଛ ବାହାରି ଆସିଛି,ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟ ହୋଇଯାଉଛନ୍ତି। କାର ଆଖପାଖରେ ବହୁଲୋକ ଜମା […]

Continue Reading

କ’ଣ ଏବେ ଏ.ଟି.ଏମ ପିନ ଉଲଟା ମାରିଲେ ପଇସା ଲୁଟରୁ ବଞ୍ଚି ପାରିବେ? କ’ଣ ଏପରି କୌଣସି ଟେକ୍ନୋଲୋଜି ସତରେ ଅଛି? କେଉଁ ପରି ସ୍ଥିତିରେ ଏହାର ବ୍ୟବହାର କରି ହେବ? ଜାଣନ୍ତୁ।

ବର୍ତମାନ କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଖବର ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଯଦି କୌଣସି ଚୋର ଏଟିଏମ ରୁ ଟଙ୍କା ଉଠେଈ ଦେବା ପାଇଁ କୁହେ ତାହାଲେ ସେ ଚୋରା ସହିତ ଝଗଡା କରିବା ଦରକାର ନାହିଁ। ଏବେ ଏପରି ଗୋଟିଏ ଟେକ୍ନୋଲୋଜି ବାହାରି ସାରିଛି ଯାହାର ବ୍ୟବହାର କରି ଚୋର ଠାରୁ ବଞ୍ଚିବା ସମ୍ଭବ। ଏହି ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ଯଦି କେଉଁ […]

Continue Reading

ଭାଇରାଲ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଅଟେ?

1 ଡିସେମ୍ବରରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅର୍ଘସ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟ କରାଯାଇଥିବା ଭିଡିଓରେ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନକୁ ପୋଲିସ ମାଡ଼ ମାରୁଥିବାର ଦାବି କରାଯାଇଛି। ପୋଷ୍ଟ କରାଯାଇଥିବା ଭିଡିଓରେ କିଛି ପୋଲିସ କର୍ମ ଏକ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖା ଯାଉଛି। ଭିଡିଓରେ ପୁଲିସ କର୍ମିମାନଙ୍କର ମୁହଁ ଦେଖା ଯାଉନଥିବା ବେଳେ ଭିଡିଓରେ ମାଡ଼ ଖାଉଥିବା […]

Continue Reading