ଭାଇରାଲ ହେଉଥିବା ଏହି “ 8570885704” ହ୍ୱାଟ୍ସଅପ ନମ୍ବର ପଛର ସତ୍ୟତା ଜାଣନ୍ତୁ।
26 ନଭେମ୍ବରରେ ବିଜିପି ଚାନ୍ଦପୁର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରିଙ୍କ ଫୋଟୋ ଏହି ହ୍ୱାଟ୍ସଅପ ନମ୍ବର 8570885704ରେ ପଠାଇଲେ 1000 ଟଙ୍କା ପୁରଷ୍କାର ମିଳିବ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5ଥର ସେୟାର କରାଯାଇଥିଲା। ତେବେ ପୋଷ୍ଟରେ ଦିଆ ଯାଇଥିବା ନମ୍ବରରେ ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ପୋଲିସର ଫୋଟୋ ପଠାଇଲେ କ’ଣ ସତରେ 1000 ଟଙ୍କା ପୁରଷ୍କାର ମିଲିବ? ଏଠାରେ […]
Continue Reading