କ’ଣ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି?

ଆଜି ସଖାଲେ 20 ଜାନୁଆରୀ ରେ “ପକ୍କା ମୋଦି ଫେନ ମୁରାଳି” ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି। ଏହା ନେଇ ସେ କହିଛନ୍ତି ଯେ ସିଏଏ ଓ ଏନ.ଆର.ସି ଭାରତର ବ୍ୟକ୍ତିଗତ ଏବଂ ଆଭ୍ୟନ୍ତରଣ ମାମଲା ଅଟେ। Facebook | Archive ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ […]

Continue Reading

RSS ଭାତର ନୂଆ ସମ୍ବିଧାନ ନିୟମର କୌଣସି 16 ପେଜର ପିଡିଏଫ ପୁସ୍ତକ ପ୍ରକାଶିତ କରିନିହିଁ।

ସୋସିଆଲ ମିଡିଆରେ   16 ପେଜର ପିଡିଏଫ ଭାଇରାଲ ହେଉଛି। ଏହି ପିଡିଏଫରେ ଦାବି କରାଯାଇଛି ଯେ,  ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଘ (RSS) ଦ୍ୱାରା ଭାରତର ନୂଆ ସମ୍ବିଧାନ ପ୍ରକାଶିତ କରିଛି। 16 ଜାନୁଆରିରେ Biswajeet Tandi ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏହି 16 ପେଜର ପିଡିଏଫକୁ  ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆର.ଏସ.ଏସ ଭାରତର ନୂଆ ସମ୍ବିଧାନ ପ୍ରସ୍ତୁତ କରିଛି। ଏହା ଛଡ଼ା 16 ପେଜର ପିଡିଏଫରେ ଲେଖା ଯାଇଛି […]

Continue Reading

ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?

18 ଜାନୁଆରିରେ  Amitabh Pradhan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ ହୋଇଥିବା ଫୋଟୋରେ କୌଣସି ବ୍ୟକ୍ତି ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବାର ଦେଖା ଯାଉଛି। ଏହା ଛଡ଼ା ଫୋଟୋରେ  ରାହୁଲ ଗାନ୍ଧି ମଧ୍ୟ ଥିବାର ଦେଖା ଯାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଟନ୍ତି। ଫୋଟୋରେ ସୋନିଆ ଗାନ୍ଧିଙ୍କର ବୟଷ 71 […]

Continue Reading