କ’ଣ ପଶ୍ଚିମ ବାଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ତାଙ୍କ ରାଜ୍ୟରେ ରହୁଥିବା ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଭାରତର ନାଗରିକ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।
ସିଏଏ କୁ ନେଇ ଦେଶରେ ବହୁତ ହଙ୍ଗାମା ଚାଲିଛି। ଅନେକ ରାଜ୍ୟ ଏହା ସମର୍ଥନ କରିଥିଲା ବେଳେ ଅନେକ ରାଜ୍ୟ ଏହାର ବିରୋଦ୍ଧ ମଧ୍ୟ କରୁଛନ୍ତି। ଗତ କିଛି ମାସ ଧରି ଚାଲୁଥିବା ଏହି ବିରୋଦ୍ଧ ବର୍ତମାନ ହିଂସା ରୂପ ଧରି ସାରିଛି। ଏହି ସବୁ ସମୟରେ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତମାନ ଏହା ଦେଖିବାକୁ ମିଳିଛି ଯେ ୫ ମାର୍ଚ ୨୦୨୦ ରେ ବିକ୍ରମ କୁମାର ସେଠ ନାମକ […]
Continue Reading