କ’ଣ କୋରୋନା ସ୍କ୍ରିନିଙ୍ଗ ପରୀକ୍ଷା କରିବା ପାଇଁ ଯାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରିଲେ ଦିଲ୍ଲୀର ମୁସଲମାନ ଲୋକେ? ଜାଣନ୍ତୁ ସତ୍ୟ।

Photo Credit: National Issue 24 ୧ ଏପରିଲ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଦିଲ୍ଲୀରେ ମୁସଲମାନ ସମୁଦାୟ ଲୋକେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଦଳ ଦିଲ୍ଲୀ ରେ ନିଜମୁଦ୍ଦିନ ଘଟଣାରେ ଯୋଗ ଦେଇ ଥିବା ଲୋକଙ୍କ କୋରୋନା ଚିହ୍ନଟ ଏବଂ ସ୍କ୍ରିନିଙ୍ଗ କରିବା ପାଇଁ ଆସିଥିଲେ। ଏହି […]

Continue Reading

2015 ଏବଂ 2018 ପୁରୁଣା ଫୋଟୋକୁ ମାଁ କୋରୋନା ସଂକ୍ରମଣ ପିଡ଼ିତଥିବାରୁ ଛୁଆ କାନ୍ଦୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ସଂକ୍ରମଣରେ ଅନେକ ଦେଶ ଆସିସାରିଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଭାଇରାଲ ଦେଉଛି। ଏଥିମଧ୍ୟରେ 19 ଏପ୍ରିଲରେ Bijaya Agarwall ନାମକ ଜଣେ ବ୍ୟକ୍ତି ସୂନ୍ଦର ଓଡ଼ିଶା ପରିବାର ପେଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ ଥିବା ଛୁଆ ତା ମାଁକୁ କୋରୋନା ହୋଇଥିବାର ଦାବି କରାଯାଇଛି ଏବଂ ଛୁଆଟି ତା ମାଁର ସ୍ୱାସ୍ଥ୍ୟ ପାଇଁ ଭଗବାନକୁ ପ୍ରାଥନା କରିବା ପାଇଁ କହୁଛି। ପୋଷ୍ଟର ଅନ୍ୟ […]

Continue Reading