କ’ଣ ଅର୍ନବ ଗୋସ୍ଵାମୀଙ୍କ ଉପରେ ଆକ୍ରମଣ ହେବା ପୂର୍ବରୁ ସମ୍ବିତ ପାତ୍ରଙ୍କୁ ଏହି ବିଷୟରେ ଜ୍ଞାନ ଥିଲା? କ’ଣ ସମ୍ବିତ ପାତ୍ର ଘଟଣା ହେବା ପୂର୍ବରୁ ଏହି ବିଷୟରେ ଟୁଇଟ କରିଥିଲେ? ଜାଣନ୍ତୁ ସତ୍ୟ।

ମୁମ୍ବାଇ ମବ୍ ଲିଞ୍ଚିଂ ରେ ସାଧୁଙ୍କ ହତ୍ୟା ପରେ ସାରା ଦେଶରେ ଲୋକେ ଆଶ୍ଚର୍ଯ୍ୟ ଏବଂ କ୍ରୋଧରେ ଅଛନ୍ତି। ଏହି କଥା ନେଇ ଅନେକ ମତ ଏବନ ଅନେକ ପ୍ରତିକ୍ରିୟା ଦେଖିବା କୁ ମିଳିଛି। ଏହି ସମୟରେ ନ୍ୟୁଜ ଛେନାଲ ମଧ୍ୟ ଏହି କଥାକୁ ଗମ୍ଭୀରଟାରେ ନେଇ ଏହି ବିଷୟ ଜଡ଼ିତ ଖବର ନିଜ ଛେନାଲରେ ପ୍ରସାରିତ କରିଛନ୍ତି। ଆର୍ନବ ଗୋସ୍ଵାମୀ ମଧ୍ୟ ଏହି ମବ୍ ଲିଞ୍ଚିଂ କୁ ନେଇ ସୋନିୟା ଗାନ୍ଧୀଙ୍କ ବିଷୟରେ ଅପମାନ ଜନକ […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ମାଁ କୋରୋନା ରୋଗର ଶେଷ ଷ୍ଟେଜ୍ ରେ ତା ଛୁଆକୁ ଧରି ସୋଇଛି?

କୋରୋନା ଭାଇରସରେ ବିଶ୍ୱର ସାରା ଲୋକ ଆତଙ୍କରେ ଅଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଅଲଗା ଅଲଗା ଦାବିରେ ଫୋଟୋ ଭାଇରାଲ ହେଉଛି। 20 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି । ପୋଷ୍ଟରେ ଏକ ମାଁ ତା ଛୁଆକୁ ଧରି ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନାରେ ଶେଷ ଷ୍ଟେଜିରେଥିବା ମାଆ ପୁଅକୁ ଧରିକି ସୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 576ଥର ସେୟାର […]

Continue Reading

ମେଘା ଶର୍ମା ନାମକ ଗୃହିଣିଙ୍କ ମୃତ୍ୟୁକୁ ଡା. ମେଘା ବ୍ୟାସ କୋରୋନା ରୋଗରେ ମୃତ୍ୟୁ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ମହିଳାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋରେ ଥିବା ମହିଳା ପୁଣେର ଡାକ୍ତର ମେଘା ବ୍ୟାସ ଅଟନ୍ତି ଏବଂ ତାଙ୍କର କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। 24 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏହା ପୋଷ୍ଟ କରାଯାଇ ଲେଖା ଯାଇଛି ଯେ,  କରୋନା ରୋଗୀଙ୍କ ସେବା କରିବା ସମୟରେ ଡାକ୍ତର ମେଘା ବ୍ୟାସ କରୋନାରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଛି।  ତାଙ୍କୁ ପୋଷ୍ଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ […]

Continue Reading