ବର୍ଷେ ପୁରୁଣା ଫୋଟୋକୁ ଚାଇନା ବର୍ଡରେ ସହିଦ ଜବାନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବିରେ ଭାଇରାଲ କରାଯାଉଛି।
ଚୀନ ଭାରତ ବିବାଦକୁ ନେଇ ସହିଦ ହୋଇଥିବା ସବାନଙ୍କ ଶ୍ରଦ୍ଧାଞ୍ଜଳିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 20 ଜବାନ ସହିଦଙ୍କ ଖବର ପରେ ଦେଶରେ ଚୀନ୍ ବିରୋଧ ପ୍ରଦର୍ଶନ ଚାଲିଛି। ଏଥି ମଧ୍ୟରେ Asok Rout ନାମକ ଜଣେ ଫେସବୁକ ୟୁଜର 21 ଜୁନରେ ତାଙ୍କ ଆକାଉଣ୍ଟରେ ଜଣେ ସହିଦ ଜବାନଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ସହିଦ ଜବାନଙ୍କ ପାଖରେ ତାଙ୍କ ପୁଅ ଏବଂ ସ୍ତ୍ରୀ କାନ୍ଦୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]
Continue Reading