ଭାଇରାଲ୍ ଫଟୋରେ ସିଏମ୍ ଯୋଗୀଙ୍କ ସହ ଦେଖାଯାଇଥିବା ଏହି ବ୍ୟକ୍ତି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନୁହଁନ୍ତି।
ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଏକ ଅନ୍ୟ ନେତାଙ୍କ ଫୋଟୋକୁ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ହୋଇଥିବା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ଅଛନ୍ତି। ବିଜେପି ନେତାଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କ ରହିଛି। 5 ଜୁଲାଇରେ Pravhat Pnigrahi ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି। ଆତଙ୍କବାଦୀ ବିକାଶ ଦୁବେ […]
Continue Reading