ସାଇକେଲ ଗର୍ଲ ଜ୍ୟୋତି ପାସୱାନ୍ ବଳାତ୍କାର ଏବଂ ହତ୍ୟା ଖବର ମିଥ୍ୟା ଅଟେ ।

ଏକ ମୃତ୍ୟୁ ଝିଅର ଫୋଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେ ଏହା ଜ୍ୟୋତି କୁମାରୀ ପାସୱାନ୍ ର ଅଟେ। ଯିଏ ଲକ୍ଆଉଟ୍ ସମୟରେ ତାଙ୍କ ଅସୁସ୍ଥ ପିତାଙ୍କୁ ସାଇକେଲ ପଛରେ ବସି 1200 କିଲୋମିଟର ସାଇକେଲ ଚଲାଇ ଗୁରୁଗ୍ରାମ (ହରିୟାଣା) ରୁ ବିହାର ତାଙ୍କ ଘରକୁ ଆଣିଥିଲେ।   ଏହି ଘଟଣା ପରେ ଜ୍ୟୋତି ପାସୱାନଙ୍କ ସାହସିକତା ଏବଂ ପରିଶ୍ରମକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା କରାଯାଉଥିଲା।  ବର୍ତ୍ତମାନ ସୋସିଆଲ ଫୋରମରେ ଏକ ପୋଷ୍ଟ ମାଧ୍ୟମରେ […]

Continue Reading

1963 ଅଭିନେତ୍ରୀ ଉର୍ସୁଲା ଆଣ୍ଡ୍ରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀ କହି ସେୟାର କରାଯାଉଛି।

ଦିଲ୍ଲିପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର 5 ଜୁଲାଇରେ ସୋନିଆ ଗାନ୍ଧୀ ସହ ଅନ୍ୟ ଏକ ମହିଳାର  ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତଚି ଯେ, ବାମ ପାର୍ଶ୍ୱରେ ଥିବା ଫଟୋରେ ଥିବା ମହିଳଆ ସୋନିଆ ଗାନ୍ଧୀ ଅଟନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପ୍ରଧାନମନ୍ତ୍ରୀ #ନରେନ୍ଦ୍ର_ମୋଦୀ କାହାର ନାଁ ନନେଇ କହିଲେ:- “ଏବେ କୌଣଷି ବିସ୍ତାରବାଦୀ ମାନଙ୍କର ଉଦେଷ୍ୟ ସାଧିତ ହେବନି….”କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା #ଖାଁଙ୍ଗ୍ରେସିଆ ମାନଙ୍କର #ସ୍ଥାନବିସେଷରେ ପ୍ରବଳ #କଣ୍ଡୁ ହେଲା ଓ ଖାଁଙ୍ଗ୍ରେସିଆ କହିବାକୁ ଲାଗିଲେ […]

Continue Reading