ଇରାନର ପରମାଣୁ ପରୀକ୍ଷଣ ସ୍ଥାନ ଉପରେ ଇସ୍ରାଏଲ୍ ଆକ୍ରମଣ ସମୟରେ ଏହି ଚିତ୍ର ନିଆଯାଇଛି କି?
କୋରୋନା ମହାମାରି ସମୟରେ ଦେଶ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ମଧ୍ୟରେ ଭାରତ ଚାଇନା ବିବାଦ ହେଉ କିମ୍ବା ଆମେରିକା ଏବଂ ଇରାନ ବିବାଦ ହେଉ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରିଛନ୍ତି। ଏବଂ ଏହି ବିସ୍ଫୋରଣରେ ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ ହୋଇଯାଇଛି। […]
Continue Reading