ଜୁଲାଇ ମାସରେ ଆସାମରେ ହୋଇଥିବା ବନ୍ୟା ପାଇଁ ଅକ୍ଷୟ କୁମାର 2 କୋଟି ଟଙ୍କା ଦାନ କରିଥିବା ଖବର ମିଥ୍ୟା ଅଟେ।
ଦେଶରେ କୌଣସି ବିପଦ ଆସିଲେ ଅକ୍ଷୟ କୁମାର ସଦାବେଳେ ଚର୍ଚ୍ଚାରେ ଥାନ୍ତି। ପୁଲବାମା ହାମଲା , ଚେନ୍ନାଇ ବନ୍ୟା କିମ୍ବା କୋରୋନା ସଂକ୍ରମଣ ସୟରେ ହଉ। ଏବେ ଆସାମ ବତ୍ୟା ପରଠାରୁ ସୋସିଆଲ ମିଡିଆରେ ଅକ୍ଷୟ କୁମାର ପୁଣି ଚର୍ଚ୍ଚାରେ ଅଛନ୍ତି। ଦାବି କରାଯାଉଛି, ଅକ୍ଷୟ କୁମାର ଆସାମ ବନ୍ୟା ପାଇଁ 2 କୋଟି ଟଙ୍କା ଆସାମକୁ ସାହାଯ୍ୟ ଦେଲେ। Partha sarathi lenka ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅକ୍ଷୟ କୁମାରଙ୍କ ଫୋଟୋ […]
Continue Reading