କ’ଣ ଆଦିତ୍ୟ ଠାକରେଙ୍କ ସହିତ କାରରେ ବସି ଥିବା ଯୁବତୀ ରିୟା ଚକ୍ରବତ୍ତୀ ଅଟନ୍ତି? କ’ଣ ଏହି କାରଣ ପାଇଁ ସୁଶାନ୍ତଙ୍କ କେସ୍ ସିବିଆଇ କୁ ଦିଆ ଯାଉ ନାହିଁ?
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବର୍ତମାନ ସୁଧା ରହସ୍ୟମାୟୀ ସ୍ଥିତି ରେ ଅଛି। ପୋଲିସ ଏହି ଘଟଣା ନେଇ ଅନେକ ବୋଲିବୁଡ ଅଭିନେତାଙ୍କ ସହିତ ପଚରାଉଚରା କରୁଛି। ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଶୁଣିବାକୁ ମିଳିଛି ଯେ ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଥିଲା। ସୋସିଆଲ ମିଡିଆରେ ରିୟାଙ୍କ ନାମ ଅନେକ ନିର୍ମାତା ଏବଂ ନିର୍ଦେଶକଙ୍କ ସହିତ ଯୋଡ଼ା ଯାଇଅଛି। ଏହି ସମୟରେ ଜଣେ ଫେସବୁକ ୟୁଜର ଗୋଟିଏ […]
Continue Reading