ଜାପାନ ଫୁଜି ମାଉଣ୍ଟ ନିକଟରେ 2020 ଅଲିମ୍ପିକ୍ସ ‘TOKYO 2020’ ପାଇଁ ପ୍ରସ୍ତୁତ ଆତସବାଜି ପ୍ରଦର୍ଶନ କରିଛି କି?
17 ଅଗଷ୍ଟରେ Sunil kumar singh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ବାଣ ଫୁଟାଯାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଇଛି ଯେ, 2020 ଟୋକିଓ ଅଲମ୍ପିକ ଟୋକିଓରେ ହେବାରଥିଲା। କିନ୍ତୁ କୋରୋନା ମହାମାରି ପାଇଁ ଏହା 2020ରେ ନ ହୋଇ 2021ରେ କରାଯିବ ବୋଲି ନିଷ୍ପତି ନିଆ ଯାଇଛି। କିନ୍ତୁ ଓଲମ୍ପିକ ପୂର୍ବରୁ ହେଉଥୁବା ଆତିସବାଜ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ […]
Continue Reading