କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି।  […]

Continue Reading

କ’ଣ ଗଣମାଧ୍ୟମର ଏହି ସାକ୍ଷାତରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ସୋସିଆଲ ମିଡିଆରେ ରିୟା ଚକ୍ରବୋର୍ତି ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମୟରେ ଓଡ଼ିଆ ଅନାବନା ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି ଯେଉଁଥିରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓରେ ରିୟା କହୁଛନ୍ତି ଯେ ଏବେ ଆମେ ଦୁହେଁ ଏକା ସଙ୍ଗ ହେଇଯାଇଛୁ। ଏହାରେ ମହେଶ […]

Continue Reading