କ’ଣ ସୁରେଶ ରାଇନା ଟୁଇଟରରୁ ଚେନ୍ନାଇ ସୁପର କିଙ୍ଗକୁ ଅନଫୋଲୋ କରି ଦେଇଛନ୍ତି? ଜାଣନ୍ତୁ ସତ୍ୟ।

୨୭ ସେପ୍ଟେମ୍ବର ରେ ଧାରିତ୍ରି ପତ୍ରିକା ଫେସବୁକରେ ଗୋଟିଏ ପୋଷ୍ଟ କରି ଦାବି କରିଛି ଯେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦଳରୁ ଉହରିଲା ପରେ ଗତ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗସ କୁ ଟୁଇଟରରେ ଅନଫଲୋ କରି ଦେଇଛନ୍ତି। ଆଇପିଏଲ ଆରରମ୍ଭ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଉହାରୀ ଯାଇଥିଲେ। ସିଏସକେ ମାଲିକ ବିଶ୍ଵନାଥ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଥିଲେ।  Facebook | Archive […]

Continue Reading

କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

୨୮ ସେପ୍ଟେମ୍ବର ରେ ଜଣେ ଫେସବୁକ ୟୁଜର ଆପ୍ ଭଦ୍ରକ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଭିଡ଼ ଜମିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି। ଏହି ସମୟରେ ପୋଲିସ ମଧ୍ୟ  ଉପସ୍ଥିତ ଥିଲା ଏବଂ ଭିଡ଼ରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ […]

Continue Reading

2013 ଫଟୋକୁ ବର୍ତ୍ତମାନର କୃଷକ ବିରୋଧ ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

ଦେଶସାରା କୃଷକମାନଙ୍କର ଆନ୍ଦୋଳନ ଚାଲୁଥିବା ବେଳେ, ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ହାତରେ ବାଡ଼ି ଏବଂ ପଥର ଧରିଛନ୍ତି। ଅନ୍ୟପଟେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ବୃଦ୍ଧ ବ୍ୟକ୍ତିକୁ ଡରଉଥିବାର ଦେଖାଯାଉଛିନ୍ତି। ଏହି ଫଟୋକୁ କୃଷକ ବିରୋଧ ପ୍ରଦର୍ଶନ ସହ ଜୋଡ଼ି ଭାଇରାଲ କରାଯାଉଛି। 21 ସେପ୍ଟେମ୍ବରରେ Pravat Panigrahi ନାମକ ଜଣେ […]

Continue Reading

21 ସେପ୍ଟେମ୍ବରେ ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଦାବିରେ ଭାଇରାଲ ହେଉଥିବା ଫଟୋ 3 ବର୍ଷ ପୁରୁଣା ଅଟେ।

ଦେଶରେ  କୃଷକମାନଙ୍କ ଦାବି ନେଇ ବ୍ରୋଧ ପ୍ରଦର୍ଶନ ଚାଲିଛି। ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଦର୍ଶନର କିଛି ଭିଭିଓ ଏବଂ ଫଟୋ ଭାଇରାଲ ହେବାରେ ଲିଗିଛି। 22 ସେପ୍ଟେମ୍ବରରେ Srikanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କୃଷକ ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ସଂଖ୍ୟାଧିକ କୃଷକ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 21 ସେପ୍ଟେମ୍ବରରେ […]

Continue Reading

କ’ଣ ଦୀପିକାଙ୍କ ପୋଷାକରେ ଚାଷୀଙ୍କ ପାଇଁ ସମର୍ଥନ ବିଷୟରେ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକରବୋରତ୍ତି ଏବଂ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ନିଶା କରୁଥିବା ସାମନାକୁ ଆସିଛି। ନିଶା ନିୟନ୍ତ୍ରଣ ବ୍ୟୁରୋ ରିୟାଙ୍କୁ ଗିରଫ କରିଲା ପରେ ବର୍ତମାନ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଏହି କଥା ନେଇ ସୋସିଆଲ ମିଡିଆରେ ଦୀପିକାଙ୍କ ନାମରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି […]

Continue Reading

କ’ଣ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Sambad English ୨୩ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ପ୍ରତାପ ସଡ଼ଙ୍ଗି ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଓଡ଼ିଶାର ବାଲେଶ୍ଵର ସହର ର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ନିଜ ଇସ୍ତଫା ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ବିଜେଡି ରବୀନ୍ଦ୍ର ଜେନାଙ୍କୁ କଣଠେସାକରି ରାଖୀ ଥିଲା। ବର୍ତମାନ କେବଳ ବିଜେପି ବା କଂଗ୍ରେସ ହି ରବୀନ୍ଦ୍ରଙ୍କର ସାହା ଅଟନ୍ତି।  Facebook […]

Continue Reading

ଶିବରାସ ସିଂଙ୍କ ଉପରେ ଚପଲ ପଡୁଥିବାର ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ ।

ମଧ୍ୟପ୍ରଦେଶରେ ଉପନିର୍ବାଚନ ସାମ୍ନାରେଥିବା ବେଳେ ସୋସିଆଲ ମିଡିଆରେ ଅନେକ ଭିଜିଓ ଏବଂ ଫଟୋ ଭାଇରାଲ ହେବାରେ ଲେଗିଛି। କିଛି ସପ୍ତାହ ପୂର୍ବରୁ  Jhariya Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଉପରେ ଏକ ସଭାରେ ଜୋତା ଭିଙ୍ଗା ଯାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଧାୟକ କିଣି ସରକାର ବନାଇଥିବା ବିଜେପି ସରକାରକୁ ଜନତା ଜୋତା ଚପଲ ପକାଇ […]

Continue Reading

କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

ବିହାର ନିର୍ବାଚନ ନିକଟ ଆସିଥିବାରୁ ବର୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ପାର୍ଟି ବିରୁଦ୍ଧରେ ପୋଷ୍ଟ ଭାଇରାଲ ହେବା ଦେଖିବା କୁ ମିଳିଛି। ଏମିତି ସମୟରେ ଜଣେ ଫେସବୁକ ୟୁଜର ତାଲାବନ୍ଦ ସମୟରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଫୋଟୋ ବିହାର ରାଜ୍ୟର ଅଟେ। ଏହି ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଗୋଟିଏ ଟ୍ରକ୍ ଉପରେ କିଛି ଲୋକ ବସିଥିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଟ୍ରକ୍ […]

Continue Reading

ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି?

14 ସେପ୍ଟେମ୍ବରରେ Girl Children ନାମକ ଏକ ଫେସବୁକ ପେଜରେ ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କିଛି ପନିପରିବା ବିକୁଥିବା ଭଳି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ବ୍ୟକ୍ତିଗତ ଅହଙ୍କାରଠାରୁ ନିଜକୁ ଦୂରେଇ ରଖିବା ପାଇଁ ମଝିରେ ମଝିରେ ନିଜେ ହିଁ ପରିବା ବିକନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ !ବ୍ୟକ୍ତିଗତ ଅହଙ୍କାରଠାରୁ […]

Continue Reading

କ’ଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି?

ବଲିଉଡ ସ୍ଟାର ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନା ରାଣାୱତ ଜେବେଠାରୁ ନିଜ ମତ ରଖିଛନ୍ତି , ସେବେଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତାଙ୍କର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଯାହାକୁ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଉଛି। 18 ସେପ୍ଟେମ୍ବରରେ Pasa Gaan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନାଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, କଙ୍ଗନା ଭିଡିଓରେ କହୁଛନ୍ତି , […]

Continue Reading

କ’ଣ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ପଟନାୟକଙ୍କ ଫୋଟୋ ପୁରସ୍କାରରେ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟନାୟକଙ୍କ ଫୋଟୋ ଧରି ଚିଡ଼ା ହେଇଛନ୍ତି। ନବୀନ ପଟନାୟକଙ୍କ ଏହି ଫୋଟୋ ଉପରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ ବୋଲି ଲେଖା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା […]

Continue Reading

ରାଫେଲ ବିମାନ ଉଦ୍‌ଘାଟନ ସମାରୋହରେ କେବଳ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯାଇଥିଲା କି?

ଭାରତୀୟ ସୈନ୍ୟବାହିନୀରେ ରାଫାଲ ଜେଟର ଉଦ୍‌ଘାଟନୀ ସମାରୋହରେ ଆୟୋଜିତ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଖ୍ରୀଷ୍ଟୟାନ ଧର୍ମ ପ୍ରଥା’ରେ ଜଣେ ପୁରୋହିତ ବାଇବଲ ପ୍ରାର୍ଥନା କରୁଥିବାର ଦେଖା ଯାଉଛନ୍ତି।  10 ସେପ୍ଟେମ୍ବରରେ  ଅମ୍ବାଲା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲାଟଙ୍କ ଉପସ୍ଥିତିରେ ପାଞ୍ଚଟି ରାଫାଲ ବିମାନର ଉଦ୍‌ଘାଟନ କରାଯାଇଥିଲା।  ସୋସିଆଲ ମିଡିଆରେ ଭାଇରାଲ କ୍ଲିପ ସହିତ ଦାବି କରାଯଉଛି ଯେ, […]

Continue Reading

ଅମିତାଭ ବଚ୍ଚନ ଦାଉଦ ଇବ୍ରାହିମଙ୍କ ସହ ହାତ ମିଶାଉଥିବା ଫଟୋର ଜାଣନ୍ତୁ ସତ୍ୟତା।

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ବିଲିଉଡକୁ ନେଇ ଦେଇଥିବା ମତ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ଏହା ସହ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲେଗିଛି। ଅମିତାଭ ବଚ୍ଚନଙ୍କ ଏକ ଫଟୋ ଜଣେ ବ୍ୟକ୍ତି ସହ ଭାଇରାଲ ହେଉଛି। ଯେଉଁଥିରେ ଦେବି କରାଯାଉଛି ଯେ, ଭାଇରାଲ ଫଟୋରେ ଅମିତାଭ ବଚ୍ଚନ ବିଶ୍ୱ ଆତଙ୍କବାଦୀ ଦାଉଦ ସହ ସହ ଦେଖା ଯାଉଛନ୍ତି। Prakash Kumar Mishra ନାମକ ଜଣେ ଫେସବୁକ ୟୁଜର 20 […]

Continue Reading

କ’ଣ ଭିଡିଓରେ ମାରପିଟ ହେଉଥିବା ଲୋକେ ଶିବ ସେନା ଦଳର କାର୍ଜ୍ୟକର୍ତା ଅଟନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ଶିବ ସେନା ଦଳ ଗଣମାଧ୍ୟମରେ ଖୁବ ଚର୍ଚାରେ ରହିଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ମୁମ୍ବାଇରେ ରହୁ ଥିବା ଜଣେ ଭାରତୀୟ ନୌସେନା ଅଫିସର ମଦନ ଶର୍ମାଙ୍କୁ ଆକ୍ରମଣ କରିବା ଅଭିଯୋଗ ମଧ୍ୟ ସାମନାକୁ ଆସିଛି। ଏହି ଘଟଣା ନେଇ ଆଉ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ର ପୋଲିସ ଉପସ୍ଥିତିରେ ଶିବ ସେନା କାର୍ଜ୍ୟକର୍ତା ଗୋଟିଏ ଲୋକ ଉପରେ ଆକ୍ରମଣ କରିଛନ୍ତି। […]

Continue Reading

ଭାଇରାଲ ଫଟୋରେ କଙ୍ଗନାଙ୍କ ସହଥିବା ବ୍ୟକ୍ତି ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନୁହଁନ୍ତି । ଜାଣନ୍ତୁ ସତ୍ୟ…

15 ସେପ୍ଟେମ୍ବରରେ Painter Riyaz ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନା ରଣାୱତର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋରେ କଙ୍ଗନା ଯେଉଁ ବ୍ୟକ୍ତି ସହ ଦେଖା ଯାଉଛନ୍ତି ସେ ଆବୁ ସାଲେମ ଅଟନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବାବରେ ଆବୁ ସାଲେମ ସହିତ ରାତ କୀ ରାଣୀ ଲେମୋନ ଜୁସ ସେବନ ଅବସରରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। […]

Continue Reading

ବେରୋଜଗାର ଯୁବକ ଯୁବତୀମାନେ ଯୋଗୀ ସରକାରଙ୍କ ରାସ୍ତା ରୋକି ପ୍ରଦର୍ଶନକରିଥିବା ଦାବିରେ ଭାଇରାଲ ଭିଡିଓର ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ବୋରଜଗାର ପାଇଁ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲେଗିଛି। ଭାଇରାଲ ଭିଡିଓରେ ଛାତ୍ରଛାତ୍ରୀମାନେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଡ଼ିର ରାସ୍ତା ରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବେରୋଜଗାର ଦିବସ ଦିନ ଏହି ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି।  13 ସେପ୍ଟେମ୍ବରରେ Arjun kumar ନାମକ ଜଣେ […]

Continue Reading

କ’ଣ ସୋରିଷ ତେଲ ନାକରେ ଲଗାଇଲେ କରୋନା ଭାଇରସ ନଷ୍ଟ ହେଇ ଯାଇ ଥାଏ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଶୋକିଆଲ ମିଡିଆରେ ଅନେକ ଘରୋଇ ଉଓଚାର ବିଷୟରେ ପୋଷ୍ଟ କରା ଯାଉଅଛି। କିଛି ଦିନ ପୂର୍ବରୁ ଏମିତି ଗୋଟିଏ ଘରୋଇ ଉପଚାର ଭିଡିଓ ସୋସିଆଲ ମିଡିଆରେ ଦେଖିବା କୁ ମିଳିଛି। ୧୬ ସେପ୍ଟେମ୍ବରରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ସୋରିଆ ତେଲ ମାଧ୍ୟମରୁ କରୋନା ଭାଇରସ ଠାରୁ ବଞ୍ଚିବା ସମ୍ଭବ ଅଟେ। ଭିଡିଓରେ କୁହା ଯାଇଅଛି ଯେ କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ନାକ […]

Continue Reading

ଶିବସେନା ନେତା ସଞ୍ଜୟ ରାଉତ “ହାଲକଟ ଜବାନୀ” ଗୀତରେ ନାଚୁଛନ୍ତି କି?

ବର୍ତ୍ତମାନ ଶିବସେନା ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ କଳହ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓ  ସାଂସଦ ସଞ୍ଜୟ କୁମାରଙ୍କ ନାମରେ ଭାଇରାଲ ହେବାରେ ଲେଗିଛି।  ଯେଉଁଥିରେ ଜଣେ ବ୍ୟକ୍ତି ନାଚୁଥିବାର ଦେଖା ଯାଉଛନ୍ତି। ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ରାଉତ ଅଟନ୍ତି ବୋଲି ଦାବି କରାଯାଉଛି।  9 ସେପ୍ଟେମ୍ବରରେ Udayanath Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ତ୍ରୁଟିର ଦୃଶ୍ୟ ଚୀନ ସେନାର ଅଟେ? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ସମୟରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ସୈନ୍ୟ ଯବାନ ଗୋଟିଏ ଖୁଲା ପଡ଼ିଆରେ ଏନ୍ଟି  ଏୟାରକ୍ରାଫ୍ଟ ଗନ୍ ଚଲାଉଛନ୍ତି। ଗନ୍ ଚଲାଇଲା ପରେ ଗନ୍ ରୁ ବାହାରି ଥିବା ରକେଟ ଆକାଶକୁ ନଜଯାଇ ଜମିରେ ଖସି ପଡ଼ିଲା। 13 ସେପ୍ଟେମ୍ବରରେ […]

Continue Reading

କ’ଣ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ନାପସନ୍ଦ କରିବା ବିକଳ୍ପ ବାହାର କରିଦେଇଛି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ୟୁଟ୍ୟୁବ ଭିଡିଓକୁ ଲୋକେ ନାପସନ୍ଦ କରିବା ପରେ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ମୋଦୀଜିଙ୍କ ବିରୋଧୀ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା କରୁଛନ୍ତି। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ମୋଦୀଜିଙ୍କ ଭିଡିଓର ଏତେ ସଂଖ୍ୟାରେ ଆଲୋଚନା ହେଲା ପର ଭାରତୀୟ ଜନତା ପାର୍ଟି ୟୁଟ୍ୟୁବରୁ ନାପସନ୍ଦ […]

Continue Reading

ଜାଣନ୍ତୁ ରିୟା ଚକ୍ରବର୍ତ୍ତି ବାପାଙ୍କ ଟ୍ୱିଟର ପଛର ସତ୍ୟତା ।

ରିଆ ଚକ୍ରବର୍ତ୍ତି ଡ୍ରକ୍ସ ମାମଲାରେ ଗିରଫ ହେଲା ପରେ ତାଙ୍କ ପିତାଙ୍କ ନାମରେ ଏକ ଟ୍ୱିଟ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, କୌଣସି ପିତା ତା ଝିଅର ଗିରଫ ସହି ପାରିବନି। ମତେ ମରିଜିବା ଦରକାର। 9 ସେପ୍ଟେମ୍ବରରେ Odisha Exclusive ପେଜରେ ଏହାର ଏକ ଖବର ପ୍ରକାଶିତ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସମସ୍ତେ ମୋ ଝିଅକୁ ଫାଶୀର ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ- ରିୟାଙ୍କ ବାପା।  ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଅମିତାଭ ବଚ୍ଚନ ଟୁଇଟ କରି କଙ୍ଗନାଙ୍କ ବିଷୟରେ କିଛି କହିଛନ୍ତି କି? ଜାଣନ୍ତୁ ସତ୍ୟ।

ମୁମ୍ବାଇ ବିଏମସି କଙ୍ଗନା ରନାୱାତଙ୍କ କାର୍ଜ୍ଯାଲୟ ଭାଙ୍ଗିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ଅନେକ ଲୋକ କଙ୍ଗନାଙ୍କ ସମର୍ଥନ ମଧ୍ୟ କରୁଛନ୍ତି କିନ୍ତୁ କିଛି ଲୋକେ ତାଙ୍କ ବିରୋଧ କରୁଛନ୍ତି। କିଛି ଦିନ ପୂର୍ବରୁ ଏପରି ଗୋଟିଏ ପୋଷ୍ଟ ଭାଇରାଲ ହେଇହିଲା ଯେଉଁଥିରେ କର୍ଣୀ ସେନା କଙ୍ଗନାଙ୍କ ସମର୍ଥନ ଦେବା ପାଇଁ ଗାଡ଼ିରେ ଆସୁଥିବା ଦାବି କରା ଯାଇଅଛି। ଫେକ୍ଟ କ୍ରୀସ୍କେଣ୍ଡୋ ଓଡ଼ିଆ ସେହି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା।  […]

Continue Reading

କ’ଣ ପେଙ୍ଗୋଙ୍ଗରେ ପର୍ଯ୍ୟଟକଙ୍କ ଏହି ଭିଡିଓ ଭାରତ ସୀମା ଭିତର ଘଟଣା? ଜାଣନ୍ତୁ ସତ୍ୟ।

ପେଙ୍ଗୋଙ୍ଗ ଲେକ୍ ରେ କିଛି ଚିନୀ ପର୍ଯ୍ୟଟକଙ୍କ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଅନେକ ଲୋକ ଅନେକ ପ୍ରକାର ର ମତ ଦେଇଥିବା ବେଳେ ଏହା ଚର୍ଚାରେ ଅଛି ଯେ ଏହି ଭିଡିଓଟି ଭାରତ ସୀମା ଭିତର ଭିଡିଓ ଅଟେ। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଯେଉଁ ଅଞ୍ଚଳ ଭାରତରେ ଥିଲା, ବର୍ତମାନ ବିଜେପି ସରକାର ଆସିଲା […]

Continue Reading

ଭାଇରାଲ ଫଟୋରେଥିବା ମହିଳା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି।

12 ଅଗଷ୍ଟରେ  Samir Kumar ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ମହିଳା ମୋଦୀଙ୍କ ପତ୍ନୀ କଂଗ୍ରେସରେ ଯୋଗ ଦେଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋଦୀ ଜୀଙ୍କ ପତ୍ନୀ ଯୋଗ ଦେଲେ କଂଗ୍ରେସରେ ,ଜୟ କଂଗ୍ରେସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive […]

Continue Reading

ଚେନ୍ନାଇ ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଆହତ ଏକ ବ୍ୟକ୍ତିର ଫୋଟୋ ଏବଂ ରକ୍ତ ଜୁଡୁବୁଡୁ ପୋଲିସ୍ ୟୁନିଫର୍ମରେ ଭାଇରାଲ ହେଉଛି।  ଫଟୋ ମାଧ୍ୟମରେ ଦାବି କରାଯାଇଛି ଯେ ତାମିଲନାଡୁର ଚେନ୍ନାଇର ଜଣେ ପୋଲିସ୍ ଉପରେ  ମୁସଲମାନ ମାଓବାଦୀମାନେ ଆକ୍ରମଣ କରିଥିଲେ। ମଦ ପିଇ ନିଶାରେଥିବା ତିନିଜଣ ମୁସଲମାନ ଯୁବକ ଏକ ମହିଳା ସହ ଦୁର୍ବ୍ୟବହାର କରିବାକପ ଚେଷ୍ଟା କରୁଥ୍ବା ସମୟରେ ପୋଲିସ କର୍ମି ଜଣକ ମହିଳାକୁ ବଞ୍ଚାଇବାକୁ ଯାଇଥିଲେ। ସେତେବେଳେ ମୁସ୍ଲିମ ଯୁବକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। […]

Continue Reading

ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।

8 ସେପ୍ଟେମ୍ବରରେ M.M Foundation ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋବାର ଦେଖି  ଡାକ୍ତର କାନ୍ଦୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହି ଫୋଟୋ ଦୁଇଟିକୁ ଦେଖନ୍ତୁ ! ଦୀର୍ଘ ୧୪ ବର୍ଷ ହେଲା କୋଳରେ ଛୁଆ ଟିଏ ପାଇବା ପାଇଁ ଠାକୁରଙ୍କୁ ଡାକୁଥିଲେ ! ଶେଷରେ ଭଗବାନ ଡାକ ଶୁଣିଲେ ,କିନ୍ତୁ ଅତି ଦୁଃଖର କଥା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ କରଣି ସେନା କଙ୍ଗନା ରଣାୱାତଙ୍କୁ ସମର୍ଥନ ଦେବା ପାଇଁ ଆସୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୂତଙ୍କ ଦେହାନ୍ତ ମାମଲାରେ ମୁହଁ ଖୁଳି କଙ୍ଗନା ରଣାଉତ ଗଣମାଧ୍ୟମରେ ଅନେକ ବୟାନ ଦେଇଥିଲେ। ସେ ବୋଲିୱୂଡରେ ବିସ୍ତାର ହେଇଥିବା ନେପୋଟିଯିମ୍ ବିରୂଢରେ ବୟାନ ଦେଇଥିଲେ। ରିୟା ଚକ୍ରବୋର୍ତିଙ୍କୁ ନାର୍କୋଟିକ୍ସ ଦ୍ରଗ୍ସ ମାମଲାରେ ଗିରଫ କରିଲା ପରେ କଙ୍ଗନା ଅନେକ ଅଭିନେତା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୁଦ୍ଧରେ ଅନେକ କଥା ସୋସିଆଲ ମିଡିଆରେ ମଧ୍ୟ କହି ଥିଲେ। ଏହା ନେଇ ଶିବ ସେନା ସେନା ସରକାର ଦ୍ଵାରା ବିଏମସୀ ମାଧ୍ୟମରେ କଙ୍ଗନାଙ୍କ ଅଫିସ […]

Continue Reading

ମୁମ୍ବାଇ ରାସ୍ତା ଉପରେ ଅବୈଧ ମସଜିଦଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମଧ୍ୟ ପ୍ରଦେଶ କଟରା ବଜାରର ଅଟେ।

ମହାରାଷ୍ଟ୍ର ସରକାର କଙ୍ଗନା ରଣାୱତର ଘର ଭାଙ୍ଗିବା ଘଟଣାପରେ ଏବେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଇଛି।, ଯେଉଁଥିରେ ଦାବି କରାଯାଇଛି ଯେ, ମୁମ୍ବାଇରେ ପ୍ରାୟ 200 ଅବୈଧ ମସଜିଦ ଓ ଅସଂଖ୍ୟ ମଜାର ରାସ୍ତା ଉପରେ ଅଛି। କ୍ନିତୁ ମହାରାଷ୍ଟ୍ର ସରକାର ତାହା ହଟଉ ନାହିଁ। ଭାଇରାଲ ଫୋଚୋ ମୁମ୍ବାଇର ବୋଲି ଦାବି କରାଯାଇଛି। 9 ସେପ୍ଟେମ୍ବରରେ Arun tripathy  ଏବଂ  Bikashram gopi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ମସଜିଦର ଭିଡିଓକୁ ମୁମ୍ବାଇର କହି ଭାଇରାଲ କରାଯାଉଛି।

3 ଅଗଷ୍ଟରେ Amiya Pndab ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମସଜିଦରେ ତ୍ରୀରଙ୍ଗାର ଲାଇଟ ସୋ ହେଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁମ୍ବାଇର ଏକ ମସଜିଦରେ ସ୍ୱାଧିନତା ଦିବସ ଅବସରରେ ତ୍ରୀରଙ୍ଗା ଲାଇଟ ସୋ କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଗଲବାନରେ ଚୀନ ସହିତ ଯୁଧ୍ୟ କରି ଗୁରୁତର ଆହତ ହେଇଥିବା ସୈନ୍ୟ ମାନଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନ୍ୟ ଆହତ ହେଇଛନ୍ତି ଏବଂ ଅନ୍ୟ ସୈନ୍ୟ ମାନେ ତାକୁ ହେଲିକପ୍ଟର ରୁ ଅଲ୍ହାଇବା ପାଇଁ ସାହାଜ୍ଯ କରୁଛନ୍ତି। ଏହି ପୋଷ୍ଟ ପୋଷ୍ଟ କରି ସେ ଦାବି କରିଛନ୍ତି ଯେ ଗଳବାନ ଘାଟିରେ ଚୀନ ସହିତ ଯୁଧ୍ୟ କରି ଏହି ସୈନ୍ୟ ଆହତ ହେଇଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ […]

Continue Reading

କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?

 7 ସେପ୍ଟେମ୍ବରରେ Ama prativa ନାମକ ଏକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି। ଫୋଟୋରେ ତିନି ଜଣ ପୋଲିସ ଅର୍ଥାତ୍ ଆଇପିଅସ ଅଫିସର ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗୋଟିଏ ପରିବାରର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ହେଉଛନ୍ତି ଆଇପିଏସ୍ ଅଫିସର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  […]

Continue Reading

ବର୍ଷା ନିଜେ ସୋସିଆଲ ମିଡିଆରେ ଓଡ଼ିଶା ବାସୀଙ୍କ ସହଯୋଗ ମାଗିଛନ୍ତି ?

କେନ୍ଦାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନି ମଧ୍ୟରେ ବିବାଦ ଲାଗି ରହିଛି। ବର୍ଷା ପ୍ରିୟ ଦର୍ଶନି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ କଟକ କୋର୍ଟରେ ମାମଲା ରଜୁ କରିବାର ଖବର ସାମ୍ନାକୁ ଆସିଲାପରେ ରାଜ୍ୟରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟରେ ସୋସିଆଳ ମିଡିଆରେ କିଛି ଖବର ଭାଇରାଲ ହେବାରେ ଲାଗିଛି। ଖବର ଅନୁସାରେ ସୋସିଆଲ ମିଡିଆରେ ବର୍ଷା ଓଡ଼ିଶା ବାସୀଙ୍କୁ ତାଙ୍କ ସହଯୋଗ ପାଇଁ ନିବେଦନ […]

Continue Reading

କ’ଣ ହିନ୍ଦୁ ଦେବୀଙ୍କୁ ଅସଭ୍ୟ ନାମରେ ଡାକିଥିବା ୟୁଟ୍ୟୁବର ହୀର ଖାନ ବାଙ୍ଗଲାଦେଶୀ ରେଫ୍ୟୁଜି ଅଟନ୍ତି? ଜାଣନ୍ତୁ ସତ୍ୟ।

କିଏ ଏହି ମହିଳା ହୀର ଖାନ? ଗତ କିଛି ଦିନରୁ ଗଣମାଧ୍ୟମରେ ହୀର ଖାନଙ୍କ ନାମ ଖୁବ ଚର୍ଚାରେ ରହିଛି। ଘଟଣା ଏହା ଯେ କିଛି ଦିନ ପୂର୍ବରୁ ହୀର ଖାନ ନିଜ ୟୁଟ୍ୟୁବ ଚ୍ୟାନାଲରେ ଭିଡିଓ ପୋଷ୍ଟ କରି ହିନ୍ଦୁ ଦେବୀ ଦେବତାଙ୍କୁ ଅସଭ୍ୟ ନାମରେ ଡାକୁ ଥିଲେ। ଏହି ମହିଳା ସବୁ ବେଳେ ହିନ୍ଦୁ ଦେବୀ ଦେବତାଙ୍କ ବିରୂଢରେ ଅସଭ୍ୟ ଭିଡିଓ ପୋଷ୍ଟ କରନ୍ତି। କିଛି ଦିନ ତଳେ ହୀର ଖାନ ହିନ୍ଦୁ ଦେବୀ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବେଙ୍ଗାଲୁରୁ କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ବେଙ୍ଗାଲୁରୁର ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟରକୁ ହାଲୁକା ଏବଂ ବିନା ଲକ୍ଷଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହା ମଧ୍ୟ ଦାବି କରା ଯାଇଥିଲା ଯେ ଏହା ଦେଶର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଅଟେ। କରଣାତାକା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି […]

Continue Reading

କ’ଣ ଟାଇବାନ ଚୀନର ଗୋଟିଏ ସୁଖୋଇ ଯୁଧ୍ୟ ବିମାନକୁ ମାରି ଖସାଇଲା? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଖବର ସାମନାକୁ ଆସିଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଚୀନର ୫ ଟି ସୁଖୋଇ ବିମାନ ଆକ୍ରମଣ ଉଦ୍ଦେଶ୍ୟରେ ତାଇୱାନ ଆକାଶରେ ପ୍ରବେଶ କରିଥିଲେ। ଏହାର ଉତ୍ତରରେ ତାଇୱାନ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରି ଚୀନର ଗୋଟିଏ ବିମାନ ଧ୍ଵଂସ କରିଦେଇଛି।  Facebook | Archive ଏହି ଘଟଣା ନେଇ ଫେସବୁକରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଉତ୍କଳ ସେନା ବିଜେପି […]

Continue Reading

ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି।  ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ […]

Continue Reading

2019 ଭିଡିଓକୁ ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରୋଳବାହି କର୍ମଚାରି ଘରୋଇକରଣ ବିରୋଧରେ ଆନ୍ଦେଳନ କରୁଥିବାର ଭିଡିଓ ଅଟେ। 23 ଅଗଷ୍ଟରେ Rangacharan pradhan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ଆପଣ କେଉଁ ମିଡିଆରେ ଏ ବିଷୟରେ […]

Continue Reading

ଲଭ ଜିହାଦ୍ ବିଷୟରେ ଭାଇରାଲ ହେଉଥିବା ଫଟୋ ଏବଂ ଦାବିଗୁଡ଼ିକର କୌଣସି ସମ୍ବନ୍ଧ ନାହିଁ ।

ଅଲଗା ଧର୍ମ ବିବାହ ଏବଂ ପ୍ରେମ ଜିହାଦ ସମ୍ବନ୍ଧରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଧର୍ମକୁ ନେଇ ଘୃଣା ପ୍ରଚାର ପ୍ରସାର ପ୍ରାୟତଃ ହୋଇଆସୁଛି।  ଅଣ-ଧାର୍ମିକ ପ୍ରେମ ସମ୍ପର୍କ ବିଷୟରେ କିଛି ଦାବି ଭାଇରାଲ କରାଯାଉଛି।  ଲଭ ଜିହାଦ ବିଷୟରେ ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରାଯାଉଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନୁଯାୟୀ ଜଣେ ହିନ୍ଦୁ ଝିଅ ଜଣେ ମୁସଲମାନ ପୁଅକୁ ଭଲ ପାଇ ବିବାହ କରିଥିଲେ, […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଭାରତ ସ୍ବାଦିନ ହେଲା ପରେ, ବିହାରରେ ହେଇଥିବା ଦଙ୍ଗାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଭାରତ ସ୍ଵାଧୀନ ହେଲା ପରେ ଦେଶରେ ଅନେକ ଡଙ୍ଗା ହୋଇଥିଲା। ବିଭିନ୍ନ ଧର୍ମ ଲୋକଙ୍କ ମଧ୍ୟରେ ଘୃଣା ଏବଂ କ୍ରୋଧ ଥିଲା। ଏହା କାରଣରୁ ଦେଶରେ ହୀନାର ପରିବେଶ ସୃଷ୍ଟି ହେଇ ଯାଇଥିଲା। ଏହି ସମ୍ବନ୍ଧରେ 26 ଅଗଷ୍ଟରେ ଜେନ ଫେସବୁକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ 1948 ମସିହାରେ ସବୁଠାରୁ ଭୟଙ୍କର ଡଙ୍ଗା ବିହାର ରାଜ୍ୟରେ ଘଟିଥିଲା। ଏହି ପୋଷ୍ଟରେ ଜଣେ ହିନ୍ଦୁ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଚୀନରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ବ୍ୟାପୀବା ପରେ ଲୋକଙ୍କ ମନରେ ଚୀନ ପ୍ରତି କ୍ରୋଧ ଉତପନ ହେଇଛି। ଆମେ ଜାଣିଛୁ ଯେ ଜୁନ ମାସରେ ଚୀନରେ ଭୟଙ୍କର ବନ୍ୟା ଆସିଥିଲା। ଏହି ଦାବି ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଲୋକଙ୍କ କହିବା ଅନୁଯାୟୀ ପ୍ରକୃତି ଚୀନ କୁ ଭଲ ଶିକ୍ଷା ଦେଇଛି। ୩୦ ଅଗଷ୍ଟରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ଚୀନର ଅଟେ। […]

Continue Reading